କୋରାପୁଟ : (ଆଜତକ ଓଡ଼ିଶା): ଜୟପୁର ସ୍ଥିତ ବନିତା ଆକ୍ତିଭିଟୀ ବିଦ୍ୟାଳୟ ର ଅଧକ୍ଷ୍ୟା ବନିତା ମହାପାତ୍ରଙ୍କର ସହଯୋଗ ରେ କୁନି କୁନି ପିଲା ମାନଙ୍କୁ ବୃକ୍ଷ ର ଉପକାରିତା ଓ ତାର ସରଙ୍ଖଣ ଏବଂ ବୃକ୍ଷ ର ବିଭିନ୍ନ ବିଭାଗ ର ନାମ ବିଷୟରେ ପିଲାମାନଙ୍କୁ ପରିଚିତ କରାଇଥିଲେ । ଏହା ଏକ ଉପଯୁକ୍ତ ପଦକ୍ଷେପ କାରଣ ଏଠାରେ ପଢୁଥିବା ଆଜିର ଶିଶୁ ମାନେ କାଲିର ନାଗରିକ ଏବଂ ସେମାନଙ୍କ ହାତରେ ଆମ ସମାଜର ମେରୁଦଣ୍ଡ , ସେମାନେ ସଚେତନ ରହିଲେ ସମାଜ ର ମଙ୍ଗଳ ହେବ । ଏହା ଏକ ଉପଯୁକ୍ତ ପଦକ୍ଷେପ ଏବଂ ସମସ୍ତେ ଏହାକୁ ଗ୍ରହଣ କରିବା ଯୋଗ୍ୟ ଅଟେ ବୋଲି ବୁଦ୍ଧିଜୀବୀ ମତପୋଷଣ କରିଅଛନ୍ତି ।

Post a Comment