ଭବାନୀପାଟଣା/କୋକସରା ବୃଦ୍ଧା ସୂଳୟା ନିଆଲ (୫୫) ସ୍ଵାମୀ ଯାଦବ ନିଆଲ୍ (୬୦) ନୂଆଗୁଡା ଗ୍ରା,ପ ଡ଼ହଗାଁ, ଥାନା କୋକସରା, ସେ ନିଜ ଗାଁରେ ଶୌଚ ଯାଇ ଫେରୁଥିବା ବେଳେ ତାଙ୍କୁ ଓଡ଼ି ୦୮ ଜେ ୯୩୫୮ ପେଶନ ପ୍ରୋ ଗାଡ଼ି ଧୋକା ଦେଇଥିଲା । ଫଳରେ ସୁଳୟା ନିଆଳ ଙ୍କୁ ଗୁରୁତ୍ଵର ଭାବରେ ପରିବାର ଲୋକେ ଉଦ୍ଧାର କରି ଧର୍ମଗଡ ଚିକିତ୍ସାଲୟ ରେ ଭର୍ତ୍ତି କରିଥିଲେ ଏହି ସମୟରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ଲୋକ ଙ୍କୁ କ୍ଷତି ପୂରଣ ଦାବି କରୁଛନ୍ତି ପରିବାର ଲୋକେ ।

Post a Comment