ନୂଆପଡା (ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଡଙ୍ଗରଗାଁ ଠାରେ ଖଡିଆଳ ଅଞ୍ଚଳ ପଣ୍ତରାମାଲି ସେବା ସଂଘ ତରଫରୁ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ କୁଲପତି ପଣ୍ତରାମାଲି ସମାଜ କଲାହାଣ୍ଡି ପ୍ରକାଶ ନାଏକ,ମୁଖ୍ଯ ବକ୍ତା ଭାବେ ପୂର୍ବତନ ସଭାପତି ପଣ୍ତରାମାଲି ସମାଜ ନବରଙ୍ଗପୁର ପୁରୁଷୋତ୍ତମ ପାରି, ସମ୍ମାନିତ ଅତିଥି ସଭାପତି ପଣ୍ତରାମାଲି ସମାଜ ଛତିଶଗଡ଼ ନିଲକଣ୍ଠ ବିଶି, ଯୁବ ବାହିନୀ ସଭାପତି ପଣ୍ତରାମାଲି ସମାଜ କଲାହାଣ୍ଡି ଦୁର୍ଗାପ୍ରସାଦ ନାଏକ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ଯକ୍ଷ ଗୋଲାମୁଣ୍ଡା ତୁଲେଶ୍ୱର ନାଏକ, ସଭାପତି ପାନାବେଡା ଗୌରହରି ନାଏକ, ଗୋଦାବରୀ ନାଏକ, ଉପେନ୍ଦ୍ର ଧାକଡ, ଡିଙ୍ଗର ନାଏକ, ବ୍ରଜସୁନ୍ଦର ନାଏକ, ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା ଭୁତେଶ୍ୱର ନାଏକ କରିଥିବା ବେଲେ ସ୍ୱାଗତ ଭାଷଣ ଗିରିଶଚନ୍ଦ୍ର ନାଏକ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିବରଣୀ ପାଠ ସେବକରାମ ପାତ୍ର କରିଥିଲେ। ପ୍ରଥମେ ମଞ୍ଚାସୀନ ଅତିଥି ମାନେ ଦିପପ୍ରଜଲିତ କରିଥିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଅତିଥି ମାନେ ସମାଜ କୁ ମଜବୂତ କରି ବିକାଶ ଦିଗରେ ସମସ୍ତେ ଚେଷ୍ଟିତ ହେଲେ ସମାଜ ସୁଦୃଢ଼ ହେବ ବୋଲି ମତପ୍ରକାଶ କରିଥିଲେ। ସେହିପରି ନାରୀ ଶିକ୍ଷା କୁ ଗୁରୁତ୍ବ ଦେବା ସହ ପରିବେଶ ସ୍ୱଚ୍ଛତା ଓ ନିର୍ମଳ ଭାବମୂର୍ତ୍ତି ସାଙ୍ଗକୁ ଅର୍ଥିକ ସ୍ଥିତି ସୁଦୃଢ଼ କରିବା ଉପରେ ଆଲୋକପାତ କରିଥିଲେ।ଏହି ଉତ୍ସବ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ଥିବା ବେଲେ ଶହଶହ ସଂଖ୍ଯା ରେ ଜନସାଧାରଣଙ୍କ ଭିଡ ରହିଥିଲା।ଚନ୍ଦ୍ର ଶେଖର ନାଏକ, ସନ୍ତୋଷ ପାତ୍ର, ଧନୁର୍ଯ୍ୟ ନାଏକ, ରୋହିତ ନଗେଶ, ବିପିନ ମାଳି, ପଦ୍ମଲୋଚନ ନାଏକ, ପୁସ୍ତମ ମଶ୍ରା, ଅର୍ଜୁନ ନାଏକ, ସମେତ ଅନେକ ଲୋକ ଉପସ୍ଥିତ ରହି ସହଯୋଗ କରିଥିଲେ।

Post a Comment