କଣ୍ଟାବାଞ୍ଜି : (ଆଜତକ୍ ଓଡ଼ିଶା) ପ୍ରେସ କାଉନସିଲ୍ ଅଫ ଇଣ୍ଡିଆ ଭାରତ ସରକାର ଙ୍କ ସଦସ୍ୟ ଓ ଓଡ଼ିଶା ୟୁନିୟନ୍ ଅଫ୍ ଜନର୍ଣାଲିଷ୍ଟ ଅଧ୍ୟକ୍ଷ ଶ୍ରୀ ପ୍ରସନ୍ନ ମହାନ୍ତି ଙ୍କୁ ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ର ଗୋଟିଏ ପ୍ରତିନିଧି ମଣ୍ତଳ ଜିଲ୍ଲା ଉପସଭାପତି ପ୍ରବଜିତ ସିଂହ ସାଲୁଜା ଙ୍କ ନେତୃତ୍ଵ ରେ ସାକ୍ଷାତକାର କରିଛି ଏଥିରେ କଣ୍ଟାବାଞ୍ଜି ପ୍ରେସ କ୍ଲବ ପରାମର୍ଶଦାତା ଦୁର୍ଗା ପ୍ରସାଦ ଗୁପ୍ତା ବଣ୍ଟି, ବରିଷ୍ଠ ସଦସ୍ୟ ଅନିଲ ତ୍ରିପାଠୀ, ସଦସ୍ୟ ବିଶିକେଶନ୍ ମାଝୀ, ପ୍ରମୁଖ ଉପସ୍ଥିତ ଥିଲେ, ଓଡ଼ିଶା ରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା, ଗୋପବନ୍ଧୁ ବିମା ଯୋଜନା ରେ ବୀମା ରାଶି ୧୦ ଲକ୍ଷ ଟଙ୍କା କରିବା, ବରିଷ୍ଠ ସାମ୍ବାଦିକ ଙ୍କୁ ପେନସନ ସୁବିଧା,ଅନ୍ୟ ଦାବି କୁ ନେଇ ଆଲୋଚନା କରା ଯାଇଥିଲା,ସମସ୍ତ ଦାବି ଉପରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶ୍ରୀ ମହାନ୍ତି ପ୍ରତିଶ୍ରୁତି ଦେଇଛନ୍ତି।

Post a Comment