ବାଲିଆପାଳ, ୬/୧୧ (ପ୍ରଭାକର ମଲ୍ଲିକ) : ବାଲେଶ୍ବର ଜିଲ୍ଲା ବାଲିଆପାଳରେ ୨୦ ହଜାରରୁ ଅଧିକ ଲୋକଙ୍କୁ ଶକ୍ତି ପ୍ରଦର୍ଶନ କଲେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ,ଏଥିରେ କୌଣସି ବଡ ନେତାଙ୍କୁ ଦେଖିବାକୁ ମିଳି ନଥିବା ବେଳେ ଯୁବନେତା ରବିନ୍ଦ୍ରନାଥ ଅଣ୍ଡିଆ , ଯୁବନେତା ତୁଷାର କାନ୍ତ ବେହେରା ,ଜିଲ୍ଲାପରଷଦ ବିଷ୍ଣୁପ୍ରୀୟା ବୁଗୁଡିଙ୍କ ସହାୟତାରେ ଏକାକି ଶକ୍ତି ପ୍ରଦର୍ଶନ କରିଛନ୍ତି ବିଧାୟକ ଶ୍ରୀ ସାହୁ,ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ର ବାଲିଆପାଳ ଠାରେ ବିଜେଡିର ପରିବାର ସମ୍ପର୍କ ପଦଯାତ୍ରା ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତି ମୂର୍ତ୍ତି ଉନ୍ମୋଚନ କଲେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶ ମୁଳକ କାର୍ଯ୍ୟକୁ ଘରେ ଘରେ ପହଞ୍ଚିବା ପହାଇବା ଏବଂ ଓଡିଶାର ସାଢେ ୪ କୋଟି ଜନତାଙ୍କୁ ଏକତା ସୁତ୍ରରେ ବାନ୍ଧିବା ଏହା ଏକ ପ୍ରୟାସ,ଏହି କାର୍ଯ୍ୟକ୍ରମ ଅବସରରେ ବାଲିଆପାଳ ବ୍ଲକର ଖଗଡାପାଳ ମହାଦେବ ମନ୍ଦିର ନିକଟରୁ ଏକ ବିଶାଳ ପଦଯାତ୍ରା ବାହାରି ବସଷ୍ଟାଣ୍ଡ ନିକଟରେ ପହିଥିଲା,ସେଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ବିଶାଳ ପ୍ରତି ମୂର୍ତ୍ତି ଉନ୍ମୁଚୋନ କରିଥିଲେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ । ପରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ସଭାରେ ଯୋଗ ଦେଇଥିବା ଜନସାଧାରନଙ୍କୁ ନିବେଦବ କରିଥିଲେ।

Post a Comment