ଭାରତୀୟ ୭୨ ତମ ପୋଲିସ କ୍ଲଷ୍ଟର ବଡି ବିଲଡିଂ ପ୍ରତି ଯୋଗିତାରେ ଯୋଦ୍ଧା ସ୍ଵର୍ଣ୍ଣ ପଦକ ବିଜେତା ଅକ୍ଷୟ କୁମାର ମଲ୍ଲିକଙ୍କୁ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା


ଯାଜପୁର (ଆଜତକ୍ ଓଡ଼ିଶା) ଯାଜପୁର ଜିଲ୍ଲାର ଛତିଆ ସ୍ଥିତ ବଡ଼ଚଣା ବ୍ଲକ ସ୍ଥିତ ସୋଲର ପାଇକରା ଗାଆଁର ଜାତୀୟ ସ୍ତରୀୟ ସ୍ୱର୍ଣ୍ଣ ପଦକ ବିଜେତା ଅକ୍ଷୟ କୁମାର ମଲ୍ଲିକ ହରିୟାଣା ଠାରେ ୩୧ଟି ପ୍ରତିଯୋଗୀ ମାନେ ବିଭିନ୍ନ ପ୍ରତି ଯୋଗିତାରେ ଭାଗ ନେଇଥିବା ବେଳେ ୭୨ ତମ ଓଡିଶା ପୋଲିସ କ୍ଲଷ୍ଟର ବଡ଼ି ବିଲ୍ଡିଂ ପ୍ରତି ଯୋଗିତାରେ ସ୍ବର୍ଣ୍ଣ ବିଜେତା ଅକ୍ଷୟ ମଲ୍ଲିକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି,ସ୍ୱର୍ଣ୍ଣ ପଦକ ଜିତି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ପୂର୍ବରୁ ରତ୍ନ ପଦକ ଜିତିଥିଲେ ଏବେ ଅକ୍ଷୟ ମଲ୍ଲିକ ଓଡ଼ିଶା ଜିଲ୍ଲା ସୁରକ୍ଷା ବଳରେ ହାବିଲଦାର ଭାବେ କାର୍ୟ୍ଯରତ ଅଛନ୍ତି,ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅକ୍ଷମ ମଲ୍ଲିକଙ୍କୁ ଉତ୍ତରୀୟ ଓ ଜଗନ୍ନାଥ ମୃତ୍ତି ପ୍ରଦାନ କରାଯାଇ ସମ୍ୱର୍ଦ୍ଧିତ କରି ଶୁଭ କାମନା ଜଣାଛନ୍ତି ସ୍ୱର୍ଣ୍ଣ ପଦକ ବିଜେୟତା ଶ୍ରୀଯୁକ୍ତ ଅକ୍ଷୟ ମଲ୍ଲିକଙ୍କର କଠିନ ପରିଶ୍ରମ ଦୃଢ଼ ଇଚ୍ଛା ଶକ୍ତିର ସଫଳତା ପାଇଁ ସାଧୁବାଦ ଜଣାଇ ଶୁଭ ମନାସୀ ଥିଲେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦିକା ସୁଶ୍ରୀ ପ୍ରମିଳା ସିଂହ ସଦସ୍ୟ ରେଣୁ ନାୟକ ସଦସ୍ୟ ହେମଲତା ମୁଦୁଲି ଉପସ୍ଥିତ ଥିଲେ ।

Post a Comment

Previous Post Next Post