ଯୋଗ ଓ ପ୍ରାକୃତିକ ଚିକିତ୍ସା" ବିଭାଗ ତରପ୍ ରୁ ବୃକ୍ଷ ରୋପଣ


ମୟୂଭଞ୍ଜ (ଆଜତକ୍ ଓଡ଼ିଶା) ମୟୂଭଞ୍ଜ ଜିଲ୍ଲା ଏମ୍ ଏସ୍ ସି ବି ବିଶ୍ଵବିଦ୍ୟାଳୟ, ବାରିପଦା "ଯୋଗ ଓ ପ୍ରାକୃତିକ ଚିକିତ୍ସା ବିଭାଗ" ତରପ୍ ରୁ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅଧ୍ୟାପକ ସାଗର ମନ୍ତ୍ରୀ ସମସ୍ତ ଙ୍କୁ ଶପଥ ପାଠ କରାଇ ଗଛ ଲଗାଇବା ସହିତ ସୁରକ୍ଷିତ ରଖିବା ପାଇଁ ମତ ରଖିଥିଲେ। ଯୋଗ ଓ ପ୍ରାକୃତିକ ଚିକିତ୍ସା ବିଭାଗ ସମସ୍ତ ଛାତ୍ର ଛାତ୍ରୀମାନେ ରାଜୁ ବେହେରା,କୋଟା କୋଟା ମହେଶ , ଅଜିତାବ୍ ଭୂୟାଁ, ସୁରଜ୍ କୁମାର ସାହୁ ,ପ୍ରଭାତୀ ଜେନା, ରାଜ ଲକ୍ଷ୍ମୀ, ଚୁଲମଣି ଦାସ, ଅନିନ୍ଦିତା ନାୟକ, ଶୁଭଶ୍ରୀ, ମାମୁନି ଉପସ୍ଥିତ ରହି ସହୋଜକ କରିଥିଲି।ଏହି କାର୍ଯକ୍ରମ ରେ ପ୍ରକୃତି ବନ୍ଧୁ ହୃଷିକେଶ ଦେହେରି ଉପସ୍ଥିତ ରହି ଶୁଭେଛା ଜଣାଇଥିଲେ।

Post a Comment

Previous Post Next Post