ବାଲେଶ୍ଵର,୪/୯ (ଲକ୍ଷ୍ମୀଧର ବାରିକ) ନୀଳଗିରି ଛାତ୍ର କଂଗ୍ରେସ ତରଫରୁ ଆଜି ଯୁବ ନେତା କମଳ ଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ନୀଳଗିରି ମହାବିଦ୍ୟାଳୟ ସମ୍ମୁଖରେ ଅଭିନବ ଢଙ୍ଗରେ ଘଣ୍ଟ ବଜାଇ ବିକ୍ଷୋଭ କରାଯାଇଛି।ଛାତ୍ର ସଂସଦ ନିର୍ବାଚନ,ଖାଲି ପଡିଥିବା ଅଧ୍ୟାପକଙ୍କ ନିଯୁକ୍ତି ମୁଖ୍ୟ ଦାବି ।ସରକାର ଚିରନିଦ୍ରାରେ ଶୋଇ ରହିଛନ୍ତି ଦୁର୍ନୀତି ପ୍ରତି ଦୃଷ୍ଟି ନିକ୍ଷେପ କରୁନାହାନ୍ତି ଘଣ୍ଟ ବଜାଇ ତାଙ୍କ ନିଦ୍ରା ଭାଙ୍ଗିବା ସହିତ ତୁରନ୍ତ ସମାଧାନ ଆମର ଦାବି ବୋଲି କହିଛନ୍ତି ଛାତ୍ରମାନେ।

Post a Comment