ଭୋକିଲା ପେଟରେ ସାରାପରିବାର


ଭଦ୍ରକ:୪/୯(ଆଜତକ ଓଡ଼ିଶା) ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ କୁଲଣା ବଜାରରେ ରାସ୍ତା ପ୍ରସାରିତ ପାଇଁ ସରକାର ଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ ହୋଇଥିବା ବେଳେ ଦିଆଯାଇଥିବ ମାପ ତଥା ନିର୍ଦ୍ଧାରିତ ଚିହ୍ନ ଠାରୁ ଦୂରରେ ଥିବା ଏଇ ଦୋକାନ ଟିକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଦିଆଗଲା। ଆଗରୁ ନୋଟିସ୍ ଥିବା ଚିହ୍ନ ଠାରୁ ଅଧିକ ଭଙ୍ଗାଭାଙ୍ଗି ପ୍ରକ୍ରିୟା ବୃଦ୍ଧି ହୋଇଥିବାରୁ ଦୋନକ ରେ ଥିବା ଜିନିଷ ପତ୍ର ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ତେବେ ବିଗତ ଦିନରୁ ଏହାକୁ ଭାତ ହାଣ୍ଡି କରି ଚଳି ଆସୁଥିବା ହେତୁ ଆଜି ଅସହାୟ ହୋଇ ନ୍ୟାୟ ଅପେକ୍ଷାରେ। ଏବଂ ତାଙ୍କ ପରିବାରକୁ ଖେତି ପୁରାଣ ଦେବା ପାଇଁ ସେ ନିଜେ ଏବଂ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି।

Post a Comment

Previous Post Next Post