ଭବାନୀପାଟଣା ୦୪/୯(ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ରାମନଗରପଡ଼ାରେ ସେକ୍ସ ରକେଟ ଚାଲିଥିବା ନେଇ ପୁଲିସ ଖବର ପାଇ ଚଢ଼ାଉ କରିଛି । ସେଠାରେ ଦୁଇଜଣ ବଙ୍ଗାଳି ଯୁବତୀ ଓ ଜଣେ ଯୁବକ କୁ କାବୁକରି ଟାଉନ ଥାନା କୁ ଆଣିଥି ଅଟକ ରଖି ପଚାର ଉଚୁରା କରିବା ଘଟଣା ସାଧାରଣରେ ଆଲୋଡନା ସୃଷ୍ଟି କରିଛି । ପ୍ରକାଶ ଯେ ରାଜନଗରପଡ଼ାରେ ରବିବାର ସନ୍ଧ୍ୟାରେ ସେକ୍ସ ରକେଟ ଚାଲିଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ତୁରନ୍ତ ଚଢ଼ାଉ କରିବା ସହ ସେଠାରେ ଦୁଇ ଜଣ ଯୁବତୀ ଓ ନର୍ଲା ଅଂଚଳରେ ଜଣେ ଦଲାଲ ଙ୍କୁ ପୋଲିସ କାବୁ କରିଥିଲା । ଏସମ୍ପର୍କରେ ଟାଉନ ଥାନା ଆଇଆଇସି ଯଶୋବନ୍ତ ହିଆଲ ଙ୍କୁ ପଚାରିବାରୁ ୨ ଜଣ ବଙ୍ଗାଳି ଯୁବତୀ ଓ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି । ତଦନ୍ତ ପରେ ସବିଶେଷ ସୂଚନା ଦିଆଯିବ ବୋଲି କହିଛନ୍ତି ।

Post a Comment