ବାଲେଶ୍ଵର, ୧/୮(ଲକ୍ଷ୍ମୀଧର ବାରିକ) ସ୍କୁଲ ରୂପାନ୍ତରିକରଣ ପ୍ରକ୍ରିୟାରେ ମୋ ସରକାର ୫-ଟି ଯୋଜନାରେ ସାମିଲ ହୋଇଥିବା ପୌରପାଳିକାର ୱାର୍ଡ ନଂ ୧୦ର ଅଙ୍ଗାରଗଡ଼ିଆ ସ୍ଥିତ ଆଇ.ଟି.ଆଇ ସରକାରୀ ଉଚ୍ଚ ବିଦ୍ଯାଳୟର ଏବଂ ୱାର୍ଡ ନଂ ୭ର ହାଜି ନାସିରୁଦ୍ଦିନ ସରକାରୀ ଉଚ୍ଚ ବିଦ୍ଯାଳୟର ଭିତ୍ତିପ୍ରସ୍ତର ଶୁଭ ଦେଇଛନ୍ତି ବାଲେଶ୍ବର ସଦରର ବିଧାୟକ ସ୍ବରୂପ ଦାସ।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୌରପରିଷଦ ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ,ପୂର୍ବତନ ଉପ ନଗରପାଳ ମନୋଜ ରାଉତ,୭ନଂ ୱାର୍ଡ କାଉନସିଲର ମିରାଜ ବାନୋ,୧୦ନଂ ୱାର୍ଡ କାଉନସିଲର ରାଧାକୃଷ୍ଣ ଦାସଙ୍କ ସହ ଅନ୍ୟ ୱାର୍ଡର କାଉନସିଲର ଏବଂ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
୫ଟି ଯୋଜନାରେ ବାଲେଶ୍ଵର ସହରରେ ୨ସ୍କୁଲ
ଆଜତକ ଓଡ଼ିଶା
0
Post a Comment