ତ୍ରିକୂଟ ଗିରି ପାତାଳୀ ଶ୍ରୀକ୍ଷେତ୍ର ଠାରେ ବୃକ୍ଷ ରୋପଣ


ସୁବର୍ଣ୍ଣପୁର (ଆଜତକ୍ ଓଡ଼ିଶା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ତ୍ରିକୂଟ ଗିରି ପାତାଳୀ ଶ୍ରୀକ୍ଷେତ୍ର ଠାରେ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବ ମହାସଂଘ ଉଲୁଣ୍ଡା ଓ ନାଗେଶ୍ବର ଯୁବକ ସଂଘ ନାକଡେଇଁ ଅନୁକୁର୍ଲ୍ୟରେ ନଡ଼ିଆ, ବଉଳ, ଜାମ୍ଭୁ,ନିମ୍ଭ ଗଛ ରୁପଣ କରାଯାଇଛି। ଏହି କାର୍ଯକ୍ରମ ରେ ପ୍ରକୃତି ବନ୍ଧୁ ହୃଷୀକେଶ ଦେହେରି ଯୁବ ମହାସଂଘ ର ସଭାପତି ମହେଶ ପୁରୋହିତ ଉପସ୍ଥିତ ରହି କାର୍ଯକ୍ରମ ଆଗକୁ ନେଇଥିଲେ । ଏହି କାର୍ଯକ୍ରମ ରେ ଉପସ୍ଥିତ ଥିଲେ ସୁଦାମ ମହା କୁର , ଟୁନା ପଧାନ, ବ୍ୟାସ ଜାନୀ, ମାନସ ପଧାନ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Post a Comment

Previous Post Next Post