କଣ୍ଟାମାଳ: (ମନଧରକର୍ମୀ) ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିପୁଳ ଟଙ୍କା ଖର୍ଚ୍ଚ କରି ଯାତ୍ରୀ ବିଶ୍ରାମ ଗାର ନିର୍ମାଣ କରୁଛନ୍ତି ହେଲେ ତାହାର ରକ୍ଷଣ ବେକ୍ଷଣ ଅଭାବ ରୁ ଅପରିତ୍ୟାକ୍ତ ଅବସ୍ଥାରେ ପଡ଼ିରହିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ଗ୍ରାମପଞ୍ଚାୟତ ଉପରକଟା ଗାଁ ରେ ଥିବା ଯାତ୍ରୀ ବିଶ୍ରାମ ଗାର। ଏହି ବିଶ୍ରାମ ଗାର ଅନେକ ବର୍ଷ ହେଲା ନିର୍ମାଣ ହୋଇ ଅଛି,ହେଲେ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ମନୋଭାବ ଯୋଗୁଁ ତାହା ଆଜି ଅପରିତ୍ୟାକ୍ତ ଅବସ୍ଥା ରେ ପଡ଼ିରହିଛି। ଛାତାରୁ ପାଣି ଗଲିବା ସହ ଅନାବନା ଗଛ ଗୁଡ଼ିକ ଯାତ୍ରୀ ବିଶ୍ରାମ ଗାର ରେ ପୁରୀ ରହିଛି। ଯାହାଫଳରେ ଏଠାରେ ଯାତ୍ରୀ ମାନେ ଆଶ୍ରୟ ନେବା ସମ୍ଭବ ନୁହେଁ। ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଏହାର ମରାମତି କରିବା ପାଇଁ ସାଧାରଣ ରେ ଦାବୀ ହେଉଛି। ଏସଂପର୍କରେ ବୌଦ୍ଧ ଜିଲ୍ଲାପାଲ ନୃସିଂହଚରଣ ସ୍ୱାଇଁ ଙ୍କୁ ପଚାରିବାରୁ ତୁରନ୍ତ ଏହାର ମରାମତି କରାଯିବ ବୋଲି କହିଲେ।

Post a Comment