ବଙ୍ଗୋମୁଣ୍ଡା,୨୩।୭ (ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମ ରେ ଥିବା ଅଞ୍ଚଳ ରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଭାରତ ସରକାର ଙ୍କ ଦ୍ଵାରା ଅନୁବନ୍ଧିତ ମାଁ ସାହାଜି ଯୁବକ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ଗ୍ରାମ ଦେବା ଦେବୀ ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ସଂଘ ର ସଭାପତି ଜିତାମିତ୍ର ବିଶି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କପିଲାଭଟା ପଞ୍ଚାୟତ ର ସମିତି ସଭ୍ୟ କେଦାର ଭୋଇ,ସମ୍ମାନୀୟ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ବଙ୍ଗୋମୁଣ୍ଡା ବ୍ଲକ ସଂଯୋଜକ ଜଗନ୍ନାଥ ବେହେରା ପ୍ରମୁଖ ଅତିଥି ଭାବେ ଦେଇ ପରିବେଶ ର ଉପକାରିତା ବିଷୟ ରେ ନିଜର ବକ୍ତବ୍ଯ ଦେଇଥିଲେ ଓ ସମସ୍ତେ ଗଛ ଲଗାଇବା ସହିତ ସୁରକ୍ଷିତ ରଖିବୁ ବୋଲି ଶପଥ ପାଠ କରିଥିଲେ । ବୃକ୍ଷ ହିଁ ଜୀବନ । ବୃକ୍ଷ କୁ କେମିତି ସବୁ ବର୍ଷ ରୋପଣ କରି ଯତ୍ନ ନେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ସଂଘ ର ସମ୍ପାଦକ ତଥା ଯୁବ ସାମ୍ବାଦିକ ହୁଲେଶ୍ୱର ହଂସ ପରିଚାଳନା କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘ ର ସଂଯୋଜକ ପୃଥିରାଜ ବାଗ,ସୁନୀଲ କୁମାର ବିଶି,ବିଶ୍ୱଜିତ ହଂସ, ଅଭିଷେକ ହଂସ,ନରଫଳ ହଂସ, ଅମୀର ହଂସ, ଚିନ୍ତା ହଂସ, ଅମରଯଶ ହଂସ,କର୍ଣ୍ଣ ହଂସ ଙ୍କ ସହ ମାଁ ସାହାଜୀ ଯୁବକ ସଂଘ ର ସମସ୍ତ ସଦସ୍ୟ ମାନେ ସାମିଲ ହୋଇଥିଲେ ।

Post a Comment