ନୂଆପଡ଼ା (ରିଖିରାମ ଦଳ) ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ପ୍ରଥମେ ସୁନାବେଡ଼ା ଅଭୟାରଣ୍ୟ ସ୍ଥିତ ମାଓ ଅଞ୍ଚଳ ପରିଦର୍ଶନ କରିଥିବା ବେଳେ ମାଓ ଗତିବିଧି କୁ କିଭଳି ସଂପୁର୍ଣ୍ଣ ମାତ୍ରା ରେ ରୋକାଯାଇ ପାରିବ ସେନେଇ ନୂଆପଡ଼ା ଏସ ପି.ଜି ଆର ରାଘବେନ୍ଦ୍ର , ସିଆରପିଏଫ କାମାଣ୍ଡାଣ୍ଟ ଏରିକ ଗିଲବର୍ଟ ଜୋସେ ଓ ଅନ୍ୟ ଅଧିକାରୀ ଙ୍କ ସହ ସମିକ୍ଷା ବୈଠକ କରିଥିଲେ । ସିଲଦା ସ୍ଥିତ ଡଗ କେନାଲ ଓ ଜିମ୍ ସେଣ୍ଟର ଉଦ୍ଘାଟନ କରିଥିବା ବେଳେ ସନ୍ଧ୍ୟା ରେ ନୂଆପଡ଼ା ଥାନା ପରିସର ରେ ଆମ ପୋଲିସ ପକ୍ଷରୁ ନିର୍ମିତ ଶିଶୁ ଉଦ୍ୟାନ ଓ ମହିଳା ଓ ଶିଶୁ ଡ଼େକ୍ସ କୁ ଶୁଭ ଉଦ୍ଘାଟନ କରିଥିଲେ । ମାଓ ଗତିବିଧି ଉପରେ ନୂଆପଡ଼ା ପୋଲିସ ତିକ୍ଷ୍ନ ନଜର ରଖିଛି, ପୂର୍ବ ଅପେକ୍ଷା ଅନେକ ମାଓ କାର୍ଯ୍ୟକଲାପ କମିଛି ଏଵଂ ଆଗାମୀ ଦିନରେ କିଭଳି ନୂଆପଡ଼ା ଜିଲ୍ଲା କୁ ମାଓ ମୁକ୍ତ କରି ପାରିବୁ ସେନେଇ ରଣନୀତି ପ୍ରସ୍ତୁତ କରାଯାଉଛି ବୋଲି ତାଙ୍କ ପ୍ରତକ୍ରିୟାରେ ଡି ଆଇ ଜି କହିଛନ୍ତି ।

Post a Comment