ସୁବର୍ଣ୍ଣପୁର (ସର୍ଜନ କୁମାର ପାଣ୍ଡେ) ଆଜି ସୁବର୍ଣ୍ଣପୁର ଜିଲ୍ଲା ବିଶିମୁଣ୍ତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁରୋମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରରେ ଏକ ରକ୍ତଦାନ ଶିବିର ଓ ଵୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶିମୁଣ୍ତା ସରପଞ୍ଚ ବିନ୍ଦୁ କୁମ୍ଭାର ପ୍ରଥମ କରି ରକ୍ତଦାନ କରି ସମସ୍ତ ପଞ୍ଚାୟତ ବାସିଙ୍କୁ ରକ୍ତଦାନ କରି ଜୀବନ ରକ୍ଷା କରିବା ସକାଶେ ଆଗେଇ ଆସିବା ପାଇଁ ପ୍ରେରଣା ଦେଇଛନ୍ତି। ସମାଜସେବୀ ରୂପକ ମହାନ୍ତି ଓ ଗଜପତି ସୁନା ରକ୍ତଦାନ ଶିବିର ପରିଚାଳନା କରିଥିଲେ। ଆଜିର କାର୍ଯ୍ୟକ୍ରମ ରେ ଅତିଥି ଭାବେ ଜିଲ୍ଲା କିଶାନ ସଂଘ ସଭାପତି ବିରଞ୍ଚି ମେହେର, ପ୍ରକୃତି ମିତ୍ର ଜୟଶି ମହାପାତ୍ର, ଜୟମାଧବ ମିଶ୍ର, ଜିଲ୍ଲା ରକ୍ତଦାତା ସଂଘ ସଭାପତି ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବୁରୋମୁଣ୍ଡା ଖେଳ ପଡ଼ିଆ ରେ ବ୍ୟାପକ ଵୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମଣ୍ଟୁ ସାହୁ, ଦୁର୍ବାଦଳ ଚାଉଳିଆ, ଚନ୍ଦନ ସାହୁ, ତ୍ରିନାଥ ପୁଟେଲ, ବିକାଶ ନାଏକ, ବାସୁଦେବ ଖେତି, ନିଲାମ୍ବର ନାଏକ, ପବିତ୍ର ପୁଟେଲ, ରାଜେଶ୍ୱର ଚାଉଳିଆ, ରଞ୍ଜନ ସେଠୀ, ସୁଶାନ୍ତ ନାଗ, ରାଜେନ୍ଦ୍ର ସେଠୀ, ଗଣେଶ ଥପା, ଆକାଶ ନାୟକ, ପ୍ରକାଶ ନାଏକ, ଉତ୍ତମ ମଲ୍ଲିକ, ମାମି ଜାନି, ରବି କୁମ୍ଭାର, ପପୁ ହରିପାଲ, ଆଶିଷ ଶତପଥୀ, ଜେମା ମଲ୍ଲିକ, ଲିଜାରାଣୀ ପ୍ରମୁଖ ରକ୍ତଦାନ ଶିବିର ଓ ଵୃକ୍ଷରୋପଣ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଜିଲ୍ଲା ରକ୍ତଦାନ କେନ୍ଦ୍ର ର ଡ. ସରୋଜ ପୁଟେଲ, ଟିଟୁ ଭୋଇ, ଜଗତ ଦରୁଆନ, ୟୁଦିଷ୍ଟିର ନାଏକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଦୁଇ ଦମ୍ପତି ଙ୍କ ସମେତ ସମୁଦାୟ ୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

Post a Comment