ବାଲେଶ୍ଵର,୨୭/୭(ଲକ୍ଷ୍ମୀଧର ବାରିକ) ଟାଣୁଆ ଯୁବ ସଙ୍ଗଠକ ନିରଞ୍ଜନ ପରିଡା ସିମୁଳିଆ ବିଧାନସଭା ନିର୍ବାଚନ ମଣ୍ଡଳିର ଯୁବ କଂଗ୍ରେସର ସଭାପତି ଭାବେ ପୁନର୍ନିବାଚିତ ହୋଇଛନ୍ତି । ଖଇରା ବ୍ଲକ ସୁଣ୍ଢିରା ଗ୍ରାମନିବାସୀ ନିରଞ୍ଜନ ଛାତ୍ର ଜିବନରୁ କଂଗ୍ରେସ ନେତା ତଥା ତତକାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରୁଥିଲେ । ପରବର୍ତ୍ତୀ ସମୟରେ ସିମୁଳିଆ ଓ ଖଇରାରେ କଂଗ୍ରେସର ଉତଥାନ ପାଇଁ ସେ ନିସ୍ବାର୍ଥପର ଭାବେ ସେବା କରି ଆସୁଛନ୍ତି । ମଙ୍ଗଳବାର ଅନଲାଇନରେ ତାଙ୍କ ଘୋଷଣାରେ ବିଭିନ୍ନ ମହଲରୁ ଶୁଭେଛା ପ୍ରଦାନ କରାଯାଇଛି । ପୁର୍ବତନ ଏମ୍ପି ଅନନ୍ତ ପ୍ରସାଦ ସେଠୀ, ଯୁବନେତା ହିମାଂଶୁ ବେହେରା,ବ୍ଲକ କଂଗ୍ରେସ ସଭାପତି ଶରତ ଦାସ ପ୍ରମୁଖ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ଆଗାମୀ ଦିନରେ ସିମୁଳିଆ ନିର୍ବାଚନ ମଣ୍ଡଳିରେ ସମସ୍ତ କଂଗ୍ରେସ କର୍ମିଙ୍କୁ ଏକାଠି କରି କିଭଳି ସିମୁଳିଆ ଆସନ କରିବେ ସେଥିପ୍ରତି ଗରୁତ୍ବ ଦେବେ ବୋଲି ନିଜ ପ୍ରତକ୍ରିୟାରେ କହିଛନ୍ତି ।

Post a Comment