ବାଲେଶ୍ଵର, ୨୭/୭(ଲକ୍ଷ୍ମୀଧର ବାରିକ): ଅଗ୍ନି କ୍ଷେପଣାସ୍ତ୍ରର ଜନକ, ଛାତ୍ର ବତ୍ସଳ ଭାରତରତ୍ନ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ ପି ଜେ ଅବଦୁଲ କଲାମଙ୍କ ତିରୋଧାନ ଦିବସ ଆଜି ଓୟୂଜେ ବାଲେଶ୍ଵର ଜିଲ୍ଲା ଶାଖା ପକ୍ଷରୁ ପାଳିତ ହୋଇଯାଇଛି। ସଂଘର ସଦର ସଂଯୋଜକ ହାଇଦର ଖାନଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ଵରୂପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ତର ଏ ପି ଜେ ଅବଦୁଲ କଲାମଙ୍କ ଜୀବନୀ ଓ ବହୁମୁଖି ପ୍ରଭିଭା ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଲେ ଯେ, କଲାମ ଆମ ପାଇଁ ସବୁଦିନେ ଚିର ସ୍ମରଣୀୟ ହୋଇ ରହିବେ। ତାଙ୍କର କର୍ମକ୍ଷେତ୍ର ବାଲେଶ୍ବରର ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଥିଲା। ଶିଲଂ ଆଇ ଆଇ ଏମ୍ ରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଉଥିବା ବେଳେ ହଠାତ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା। ସଂଘର ସଭାପତି ଗଙ୍ଗାଧର ରାଉତଙ୍କ ନେତୃତ୍ୱରେ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ସଂପାଦକ ବିବେକାନନ୍ଦ ଦାସ, କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ଦାସ, ବରିଷ୍ଟ ସଦସ୍ୟ, ହିମାଂଶୁ ଦାସ, ଅଜିତ କୁମାର ମହାନ୍ତି ମନୋଜ କୁମାର ରାଉଳ, ଲକ୍ଷ୍ମୀଧର ବାରିକ, ଅଧିପ କୁମାର ଜେନା, କହ୍ନେଇ ଚରଣ ପ୍ରଧାନ, ଅରୂପ କୁମାର ମହାନ୍ତି, ଲକ୍ଷ୍ମୀଧର ଗାନ, ବିନାୟକ ମହାପାତ୍ର, ତପନ କୁମାର ଦାସ, ସୋମନାଥ ସାହୁ ସେକ ନଜିମ, ଅଜୀମ ବାଲେଶ୍ଵରୀ, ପ୍ରକାଶ ଚନ୍ଦ୍ର ମହାନ୍ତି, ତପନ କୁମାର ଦାସ, ଜ୍ଞାନ ରଞ୍ଜନ ଦାସ, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ କୁମାର ରାଉତ, ପୂର୍ବତନ କାଉନସିଲର ବିଶ୍ୱଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ।

Post a Comment