୩ଦିନ ହେଲା ଅନ୍ଧାର ରେ ୫୬ଟି ଗାଁ

କଣ୍ଟାମାଳ: (ମନଧର କର୍ମୀ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମପଞ୍ଚାୟତ ର ୪୬ଟି ଗାଁ ଓ ନାରାୟଣପ୍ରସାଦ ଗ୍ରାମପଞ୍ଚାୟତ ର ୨୦ଟି ଗାଁ ତିନିଦିନ ହେଲା ଅନ୍ଧାର ରେ ଅଛନ୍ତି। ମରାମତି ଦାୟିତ୍ଵ ରେ ଥିବା ଇମ୍ପୋଲକୋ ଏଜେନ୍ସୀ ର ଡିଷ୍ଟିକ କୋଡିନେଟର ବୁଦ୍ଧଦେବ ସାହୁ ଙ୍କ ଦାୟିତ୍ଵ ହୀନତାଓ ଅପାରଗତା ହେତୁ। ଏହି ଗାଁ ଗୋଡ଼ିକ ଅନ୍ଧାର ରେ ରହୁଛନ୍ତି।ଦୁଇମାସ ଆଗରୁ ଗଛକଟିବା, ପୋଳ ପୋତିବା ନାରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆତ୍ମସାତ ହୋଇଥିବା ସୂଚନା ମିଳିଛି। ଏହାର ତୁରନ୍ତ ତଦନ୍ତ କରିଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳ ବାସି ଦାବୀ କରୁଛନ୍ତି।

Post a Comment

Previous Post Next Post