ମିରାମ୍ବିକା ଆବାସିକ ବିଦ୍ୟାଳୟ'ର ନବୀନ ବରଣ ଉତ୍ସବ


ବାଲେଶ୍ଵର,୨୯/୭ (ଲକ୍ଷ୍ମୀଧର ବାରିକ) ବାଲେଶ୍ବର ମଠସାହିସ୍ଥିତ 'ମିରାମ୍ବିକା ଆବାସିକ ବିଦ୍ୟାଳୟ'ର 'ନବୀନ ବରଣ ଉତ୍ସବ' ପାଳନ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ କବି ଅଭୟ ଦାସ ଯୋଗଦେଇ ଦେଇଥିଲେ। ବିଦ୍ୟାଳୟର ମୁଖ୍ୟ ଉପଦେଷ୍ଟା ନିରଞ୍ଜନ ଖୁଣ୍ଟିଆ, 'ସମୟର ଚକ୍ର' ପତ୍ରିକାର ସଂପାଦକ ସର୍ବେଶ୍ବର ଜେନା, ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ବିଭୁଦତ୍ତ ଖୁଣ୍ଟିଆ, ସଂଚାଳିକା ସୁଜାତା ମହାନ୍ତି, ଶିକ୍ଷକ ଶଶିକାନ୍ତ ଜେନା, ନିରଞ୍ଜନ ପଣ୍ଡା, ମନୋଜ ଆଇଚ, ନିରଞ୍ଜନ କର, ନିରାକାର ପାଢ଼ୀ ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।

Post a Comment

Previous Post Next Post