ବାଲେଶ୍ବର, ୧୭/୭ (ଲକ୍ଷ୍ମୀଧର ବାରିକ୍) ବାଲେଶ୍ବର ସହର ସ୍ଥିତ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା(ଏନ୍ଏସ୍ଏସ୍) ୟୁନିଟ୍ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆମ ଓଡ଼ିଶା, ରୋଟାରୀ କ୍ଲବ ବାଲେଶ୍ବର ଅନ୍ ସି, ମିଳିତ ସହଯୋଗରେ ଆସନ୍ତା ୧୯ ତାରିଖରେ ବ୍ରିଟିଶ ହଲରେ ସକାଳ ୯ଟାରେ ଅନୁଷ୍ଠିତ ହେବ। ଏନେଇ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କ ସଭାପତିତ୍ୱ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ସୁଶାନ୍ତ ବାଗ୍,ସ୍ମୃତିରେଖା ଟୁଡୁ ଓ ଜ୍ୟୋତି ରଞ୍ଜନ ଦାଶ, ରେଡ୍ କ୍ରସ ଅଫିସର ବିଭୂଦତ୍ତ ବେହେରା, ଅଧ୍ୟାପକ ଆରିଫ ରଜ଼ା, ରୋଟାରୀ କ୍ଲବ ବାଲେଶ୍ଵର ଅନ୍ ସି’ର ସଭାପତି ଅରୁଣ ରାଠି, ଉପସଭାପତି ଏମ୍ଡି ମୁକ୍ତାର ଅହମ୍ମଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳତା ପାଇଁ ଆଲୋଚନା କରିଥିଲେ।

Post a Comment