ସୋନପୁର (ସର୍ଜନ କୁମାର ପାଣ୍ଡେ)ଆଜି ଗଡିଆ ଦଧିବାମନ ମନ୍ଦିର ପକ୍ଷରୁ ମାଉସୀ ମାଁ ମନ୍ଦିର ରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଛି । ମାଁ ଲକ୍ଷ୍ମୀ ସୁସଜ୍ଜିତ ବିମାନରେ ବିଜେ କରି ମାଉସୀ ମାଁ ମନ୍ଦିର ଅଭିମୁଖେ ମହାପ୍ରଭୁ ଶ୍ରୀଜଗନ୍ନାଥ ନିକଟକୁ ବାହାରିଥିଲେ ଏବଂ ମହାପ୍ରଭୁ ଙ୍କ ନିକଟରେ ଅଭିମାନ କରି ନନ୍ଦିଘୋଷ ରଥ ର ହଂସ ପଟା ଭାଙ୍ଗି ଦେଇଥିଲେ ଏଥିରେ ମାଁ ଲକ୍ଷ୍ମୀ ଙ୍କ ପୂଜକ ସ୍ଵାଗତ ମିଶ୍ର ପୂଜାର୍ଚ୍ଚନା ସମ୍ପନ୍ନ କରିଥିବା ବେଳେ ପୁରୁଷୋତ୍ତମ ମିଶ୍ର , କରମଚାନ୍ଦ ମହାନ୍ତି , ଆକାଶ ମହାନ୍ତି , ଲିପୁନ ପଣ୍ଡା , ସରତ ସେଠି , ଦେବେନ୍ଦ୍ର ପୋଢ ଓ ଗଡିଆ ଗ୍ରାମ ବାସୀ ସହଯୋଗ କରିଥିଲେ ।

Post a Comment