କଟକ (ଆଜତକ୍ ଓଡ଼ିଶା) ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ଓ ପିତୃ ଦିବସ ଅବସରରେ ସହିଦ ନଗର ଦୁର୍ଗାପୂଜା ମଣ୍ଡପ ଠାରେ ଶାନ୍ତି ଫାଉଣ୍ଡେସନ ଦ୍ଵାରା ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି , ଭଣ୍ଡାରିପୋଖରୀ ଅଞ୍ଚଳର ବିଧାୟକ ତଥା ସଂସ୍କୃତି ପୁରୁଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ସମ୍ମାନିତ ଅତିଥି ରାଜଲକ୍ଷ୍ମୀ ମହାପାତ୍ର ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଓ ନିଃସ୍ୱାର୍ଥପର ସେବା କାର୍ୟ୍ଯ ପାଇଁ ପଶୁପ୍ରେମୀ ତଥା ସାମାଜିକ କର୍ମୀ ଗୀତା ବିଶ୍ୱାସ ଗୋପବନ୍ଧୁ ଆଦର୍ଶ ସମ୍ମାନରେ ସମ୍ମାନିତ କରାଯାଇଛି,ଗୀତା ବିଶ୍ୱାସ ସମାଜ ପାଇଁ ତାଙ୍କର କର୍ତ୍ତବ୍ୟ କରି ଆସୁଛନ୍ତି କାହାର ଦୁଃଖ କଥା ଶୁଣିଲେ ନିଜ ସକ୍ଷମ ଅନୁସାରେ ସହଯୋଗ କରନ୍ତି ଗୀତା ବିଶ୍ୱାସ କହିଛନ୍ତି ସମ୍ମାନିତ ହୋଇ ବହୁତ ଖୁସି ସେ ଅନୁଷ୍ଠାନ ଓ ସଞ୍ଜୟ ପରିଡ଼ାଙ୍କୁ ଧନ୍ୟବାଦ ଦେବା ସହିତ କହିଛନ୍ତି ଏମିତି ଲୋକଙ୍କ ପାଇଁ ସେବା କାର୍ୟ୍ଯ ଜାରି ରହିବ ସମାଜର କଲ୍ୟାଣ ନିମନ୍ତେ ତାଙ୍କର ଅବଦାନ ରହିବ ସେବା କାର୍ୟ୍ଯ ଜାରି ରହିବ ଏହି ସମ୍ମାନ ତାଙ୍କୁ ଆଗକୁ ବଢିବାକୁ ପ୍ରେରଣା ସାଜିବ ସେ ଆଗକୁ ଆହୁରି ଭଲ ସେବା ଯୋଗାଇ ଦୁଃଖୀ ରଙ୍କି ଲୋକଙ୍କ ମୁହଁରେ ହସ ଫୁଟାଇବେ ।

Post a Comment