କଟକ,(ଆଜତକ୍ ଓଡ଼ିଶା) କଟକ ଜିଲ୍ଲାର ସାମାଜିକ ଅନୁଷ୍ଠାନର ବଂଶୀ ଫାଉଣ୍ଡେସନର ଦ୍ଵିତୀୟ ବାର୍ଷିକ ଉତ୍ସବରେ ସମାଜର ମଙ୍ଗଳ ନିମନ୍ତେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା କାର୍ୟ୍ଯ କରୁଥିବା ଲୋକଙ୍କ ପାଇଁ ସ୍ୱେଚ୍ଛାସେବୀ ସଂଗଠନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟକୁ ସେବା ସମ୍ମାନରେ ସମ୍ମାନିତ କରିଛନ୍ତି ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଅଭିମନ୍ୟୁ ଦାସ,ସମ୍ମାନୀୟ ଅତିଥି ସବିତା ବେହେରା,କୁନି ବେହେରା ଯୋଗ ଦେଇଥିଲେ ,ମାନପତ୍ର,ଉତ୍ତରୀୟ ପ୍ରଦାନ କରିଥିଲେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ସକ୍ରିୟ ସଦସ୍ୟ ଜ୍ୟୋତି ରଞ୍ଜନା ସାହୁ ଉତ୍ସବରେ ଉପସ୍ଥିତ ରହି ମଞ୍ଚରେ ଅତିଥିଙ୍କ ହାତରୁ ସମ୍ମାନ ଗ୍ରହଣ କରିଥିଲେ । ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ ବଂଶୀ ଫାଉଣ୍ଡେସନକୁ ଓ ଟ୍ରଷ୍ଟର ପ୍ରତିଷ୍ଠାତା କାର୍ତ୍ତିକ ସାହୁଙ୍କୁ । ଆଜି ବଂଶୀ ଫାଉଣ୍ଡେସନର ଶୁଭ ଜନମ ବାର୍ଷିକ ଉତ୍ସବରେ ଶୁଭ ଅବସରରେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ସମ୍ମାନିତ ହୋଇ ଖୁସି ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦିକା ସୁଶ୍ରୀ ପ୍ରମିଳା ସିଂହ କହିଛନ୍ତି ଏମିତି ସେବା କାର୍ୟ୍ଯ ସମାଜର ମଙ୍ଗଳ ନିମନ୍ତେ ଆଗକୁ ଜାରି ରହିବ ।

Post a Comment