କୋରାପୁଟ : (ଆଜତକ୍ ଓଡ଼ିଶା) ପବିତ୍ର ରଥଯାତ୍ରା ପାଇଁ କୋରାପୁଟ ଶାବର ଶ୍ରୀକ୍ଷେତ୍ର ଚଳ ଚଞ୍ଚଳ ହୋଇଉଥିବ । ପବିତ୍ର ରଥଯାତ୍ରା ଅବସରରେ କୋରାପୁଟ ଶାବର ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡର ସଫେଇ କାର୍ଯ୍ୟ ପାଇଁ କୋରାପୁଟ ରାଷ୍ଟୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଅଛି । ଏହି ସଫେଇ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ, ଯୋଗ ମହୋତ୍ସବ ସମିତି, କୋରାପୁଟ ଓ ସରସ୍ବତୀ ଶିଶୁ ମନ୍ଦିର । ବିଭୂ ପ୍ରସାଦ ନାୟକ, ରାଜକୁମାର ଦାସ, ଅଜୟ ଦୋଳେଇ, ଲୋକେଶ୍ବର ରାଓ୍ବ,ଦୁଷ୍ମନ୍ତ ପରିଡା, ସନ୍ତୋଷ ରାୟ,ନରେଶ ଦୋଳାଇ,ସରୋଜ କୁମାର ପାଢ଼ୀ, ନିରଞ୍ଜନ ବସ୍ତିରୀଆ,ପ୍ରଶାନ୍ତ କୁମାର ପଣ୍ଡା, ଅରୁଣ ସାହୁ, ଏନ୍ .ରମେଶ, ସୂର୍ଯ୍ୟ ନାରାୟଣ ବେହେରା,ଅନିଲ୍ କୁମାର, ସ୍ବୟଂସେଖର ସାହୁ, ଶିଶିର ଚୋଇନି , ରାମକୃଷ୍ଣ ଚୌଧୁରୀ,ତ୍ରିନାଥ ପଟ୍ଟନାୟକ,ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ରୁଦ୍ର ପ୍ରତାପ ପାଢ଼ୀଙ୍କ ସମେତ ପ୍ରାୟ ୬୦ ଜଣ ଭାଗ ନେଇଥିବା ଦେଖିବାକୁ ମିଳିଅଛି । ଏହିଭଳି ଶୁଭ କାର୍ଯ୍ୟରେ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ୍ କରି ସଂଘର ସମସ୍ତ ସଦସ୍ୟବୃନ୍ଦ ବେଶ୍ ଖୁସି ତଥା ଆତ୍ମ ତୃପ୍ତି ଲାଘବ କରିଥିବା ଦେଖାଦେଇଅଛି ।

Post a Comment