ଦିଗପହଣ୍ଡି (ଆଜତକ୍ ଓଡ଼ିଶା) ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ ଘଟିଥିବା ମର୍ମାନ୍ତ ସଡକ ଦୁର୍ଘଟଣା ପ୍ରାଣ ହରାଇଥିବା ୧୨ ମୃତକଙ୍କ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟରେ ସାମୁହିକ କ୍ୟାଣ୍ଡେଲ୍ ରାଲି ଅନୁଷ୍ଠିତ ହୋଇଛି। ଦିଗପହଣ୍ଡି ନ୍ୟାସନାଲ କମ୍ପ୍ୟୁଟର ଏକାଡ଼େମୀ ତରଫରୁ ସହର ସାରା କ୍ୟାଣ୍ଡେଲ୍ ରାଲି ପରିକ୍ରମା କରି ଥିଲା।ଦିଗପହଣ୍ଡି ର ବୁଢ଼ୀ ଠାକୁରାଣୀଓ ଜଗନ୍ନାଥ ବିଜେ ରହିଥିବା ମାଉସୀ ମା ମନ୍ଦିର ସମ୍ମୁଖରେ ଦୀପଦାନ ହୋଇଥିଲା।ଆବାହକ ଦିପ୍ତିକାନ୍ତ ମହାଙ୍କୁଡ ଏବଂ ସମ୍ଭବ କୁମାର ତ୍ରିପାଠୀ ଉପସ୍ଥିତ ରହିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟ ରେ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Post a Comment