ପାଟଣାଗଡ : (ଆଜତକ୍ ଓଡ଼ିଶା) ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟ ପାଟଣାଗଡ ଆନୁକୂଲ୍ୟରେ ଏକ ଆଭାସୀ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।ସ୍ୱର୍ଗତ କୋଶଲ ଗୌରବ ରାମଭକ୍ତ ଫରିକାରଙ୍କ ଆବର୍ତ୍ତମାନରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସଭାର ସଭାନେତ୍ରୀ ସଞ୍ଜୁକ୍ତା ପରିଛା ସଭାପତିତ୍ୱ ଓ ସଂପାଦିକା ସୁଶ୍ରୀ ସବିତା ଭୋଇ ସଭା ପରିଚାଳନା କରିଥିଲେ।ସଭାରେ ବହୁ କୋଶଲି କବି ଲେଖକ ଯଥା ଶ୍ରୀମତୀ ସୁରୁଚି ମିଶ୍ର, ଜ୍ୟୋତି ପ୍ରକାଶ ଗଡତ୍ୟା,ନେପାଳ ଚନ୍ଦ୍ର ବାଗ,ନିରଞ୍ଜନ ଦେବ,ଭକ୍ତବନ୍ଧୁ ବିଶ୍ୱ।ଳ,ଆଶିଷ ଚନ୍ଦନ, ଜ୍ୟୋତିରାଣୀ ମିଶ୍ର ଆଦି ସ୍ୱର୍ଗତ ଫରିକାର କିଭଳି କୋଶଲ ରାଜ୍ୟ ଗଠନ ଓ ଭାଷା ପାଇଁ ସଦାସର୍ବଦା ଲାଗିଥିଲେ ତାହାରି ଉପରେ ଆଲୋକପାତ କରିଥିଲେ।ଯେବେ କୋଶଲ ରାଜ୍ୟ ଗଠନ ହେବ ସେତେବେଳେ ତାଙ୍କରି ନାମ କୋଶଲ ଇତିହାସରେ ରହିବ ବୋଲି ମତ ଦେଇଥିଲେ।ପରିଶେଷରେ ଟ୍ରଷ୍ଟର ସଭ୍ୟ ଶ୍ରୀ ବିରଞ୍ଚି ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment