ଆଜତକ୍ ଓଡ଼ିଶା : ବାହାର ରାଜ୍ୟ ରେ ଓଡ଼ିଆ ପୁଅର ମୃତ ଦେହ ଉଦ୍ଧାର ବେଳକୁ ଏକ ଝିଅର ଫୋଟୋ ଉକ୍ତ ପୁଅ ପାଖରୁ ମିଳିଥିବା ବେଳେ କୌଣସି ପରିଚୟ ପତ୍ର ମିଳିନଥିବା ସୂଚନା ଦେଇଛନ୍ତି ତେଲେଙ୍ଗାନା ପୋଲିସ।
ଏହି ଝିଅ ଓ ପୁଅ କୁ ଯଦି କେହି ଜାଣି ଛନ୍ତି ତେବେ ତଳେ ଦିଆଯାଇଥିବା ନମ୍ବର ରେ ସୂଚନା ଦେବାକୁ ଅନୁରୋଧ କରିଛନ୍ତି ତେଲେଙ୍ଗାନା ପୋଲିସ ।
ତେଲେଙ୍ଗାନା ପୋଲିସ
ମୋ- 9063344100
9966606069
କିମ୍ବା "ଆଜତକ୍ ଓଡ଼ିଶା" ୱେବ ମେଡିଆ କୁ ମଧ୍ୟ ଯୋଗାଯୋଗ କରିପାରିବେ ମୋ- 8018307349
Post a Comment