ଆଜତକ୍ ଓଡ଼ିଶା : ସାମାଜିକ ଅନୁଷ୍ଠାନ କଲ୍ୟାଣୀ ସେବା ଟ୍ରଷ୍ଟ ପକ୍ଷରୁ ନିଆରା ରକ୍ଷା ବନ୍ଧନ ପାଳନ କରା ଯାଇଛି ଭୁବନେଶ୍ୱର ଆର୍ଜି ପାର୍କ ଠାରେ ଥିବା ଗଛ ମାନଙ୍କୁ ବୃକ୍ଷରେ ରାକ୍ଷୀ ବାନ୍ଧି ସମାଜକୁ ସୁ ବାର୍ତ୍ତା ଦେଇଛନ୍ତି ବୃକ୍ଷ ଆମର ଭାଇ ଦିଏ ଆମକୁ ବାର ମାସ ସୁରକ୍ଷାର ଛାଇବୃକ୍ଷ ଆମର ଉପକାରୀ ବନ୍ଧୁ ବୃକ୍ଷ ହେଉଛି ମଣିଷ ପାଇଁ କରୁଣାର ସିନ୍ଧୁ ଜୀବ ଜଗତ ବଞ୍ଚି ରହିବା ପାଇଁ ଗଛର ମୁଖ୍ୟ ନିଆରା ଭୂମିକା ଗ୍ରହଣ କରିଛି ଫୁଣି ଦିଏ ଆମକୁ ଅମ୍ଳଜାନ ଫୁଲ ଫଳ ବୃକ୍ଷ ଭାଇ ଉପକାର କରେ ସେ ଆମର ଅନେକ ହିତ କାମରେ ଲାଗେ ଯେମିତି ଗଛ ମଣିଷ ପାଇଁ ନିଃସ୍ୱାର୍ଥପର ସେବା ଯୋଗାଇ ଆସୁଛି ଠିକ ସେମିତି ମଣିଷ ବି ଗଛ ପାଇଁ ତାର କର୍ତ୍ତବ୍ୟ କରିବା ଉଚିତ, ତେଣୁ ଆମେ ଆମେ ପ୍ରତି ବର୍ଷ ରକ୍ଷା ବନ୍ଧନ ଉତ୍ସବ ବୃକ୍ଷ ସହିତ ପାଳନ କରିବା ଜରୁରୀ,କଲ୍ୟାଣୀ ସେବା ଟ୍ରଷ୍ଟ ତରଫରୁ କରା ଯାଇଛି ବୃକ୍ଷକୁ ପୂଜା ଅର୍ଚ୍ଚନା କରା ଯାଇ ବନ୍ଧାପନା କରା ହୋଇ ରାକ୍ଷୀ ବନ୍ଧା ଯାଇ ଥିଲା,କଲ୍ୟାଣୀ ସେବା ଟ୍ରଷ୍ଟର ଚେୟାରମ୍ୟାନ ଶ୍ରୀମତୀ ଗୀତା ବିଶ୍ୱାସ ସଦସ୍ୟ ରୋହିତ ମହାନ୍ତି ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

Post a Comment