- ତୁରନ୍ତ ପାଚେରୀ ନିର୍ମାଣ କରିବା ପାଇଁ ଦାବୀ
- ଅଘଟଣ ଘଟିଲେ ବିଦ୍ୟୁତ୍ ବିଭାଗ ଦାଇ ହେବେ
କଣ୍ଟାମାଳ (ମନଧରକର୍ମୀ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମପଞ୍ଚାୟତ ର ଗୌରୀବେଙ୍ଗେଶ ଗ୍ରାମର ନାଳରେ ବସିଥିବା (L.I) ପଏଣ୍ଟ। ସେଠାରେ ଖୋଳା ମେଳା ରେ ପଡ଼ିରହିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମ। କୌଣସି ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି କୌଣସି ଅଘଟଣା ଘଟିବା ପୂର୍ବରୁ ତୁରନ୍ତ ବିଦ୍ୟୁତ୍ ବିଭାଗ। ବିଦ୍ୟୁତ୍ ଟ୍ରାନ୍ସଫର୍ମ ଚାରିପଟରେ ପାଚେରୀ ନିର୍ମାଣ କରିବା ପାଇଁ ଗୌରୀବେଙ୍ଗେଶ ଗ୍ରାମର ଚାଷୀ ଦାବୀ କରୁଛନ୍ତି।
Post a Comment