କଟକ: (ଆଜତକ୍ ଓଡ଼ିଶା) କଟକ ଜିଲ୍ଲାର ସାମାଜିକ ଅନୁଷ୍ଠାନ Serve Smile Foundationର ପ୍ରଥମ ବାର୍ଷିକ ଉତ୍ସବ କଟକ ସ୍ଥିତ ସହୀଦ ଭବନ ପରିସର ସଭାଗୃହ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କର୍ମବୀର ସମ୍ମାନରେ ସମ୍ମାନିତ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ଉପଢୌକନ ଆୱାର୍ଡ ପ୍ରଦାନ କରି ସମ୍ମାନିତ କରିଛନ୍ତି ଟ୍ରଷ୍ଟର ସଦସ୍ୟ ଦେବଶ୍ରୀ ଛାଟୋଇ ଉପସ୍ଥିତ ରହି ମଞ୍ଚରେ ସମ୍ମାନ ଗ୍ରହଣ କରିଥିଲେ ଅତିଥିଙ୍କ ହାତରୁ ଯୋଗଦାନ ପୂର୍ବକ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ନିଜକୁ ଧନ୍ଯ ମନେ କରିବା ସହିତ ରାଜ୍ୟ ସ୍ତରୀୟ ବହୁ ସ୍ବେଚ୍ଛାସେବୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ,ସାମ୍ବାଦିକ,ବିଭିନ୍ନ ବର୍ଗର ଖ୍ୟାତି ସମ୍ପର୍ଣ୍ଣ ବ୍ଯକ୍ତି ବିଶେଷ,କୁନି କୁନି କଳାକାର , ଯୋଗଭ୍ଯାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିଥିଲେ। ମୂଖ୍ୟ ଅତିଥି ମାନ୍ଯବର ଇଂ:ମହମଦ୍ ମୋକିମ (ବାରବାଟୀ କଟକ ବିଧାୟକ) ସମ୍ମାନିତ ଅତିଥି କର୍ପୋରେଟର ରାଜେନ୍ଦ୍ର ନଗର ତଥା ସମାଜ ସେବୀ ଶ୍ରୀଯୁକ୍ତ ସୁମନ୍ତ ବିଶ୍ବାଳ ଆଇନଜୀବୀ ତଥା ବରିଷ୍ଠ ସମାଜସେବୀ ଭାରତ ମାତାର ସୁଯୋଗ୍ଯ ସନ୍ତାନ ବୀର ସୈନିକ ଦ୍ବୟ ଉପେନ୍ଦ୍ର ବିଶ୍ବାଳ,ଅଶୋକ ନାଥ,ବରିଷ୍ଠ ସମାଜସେବୀ ଶବଦାହକ ଅଭିମନ୍ୟୁ ଦାସ ତଥା ବହୁ ମାନ୍ଯଗଣ୍ଯ ବ୍ୟକ୍ତିବିଶେଷ ଓ କାର୍ଯ୍ଯଗ୍ରାହୀ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ସମାଜ ସେବା ଦିଗରେ ଅନୁପ୍ରାଣିତ ହେବା ପାଇଁ ବକ୍ତବ୍ଯ ପ୍ରଦାନ କରିଥିଲେ। ସର୍ଭ ସ୍ମାଇଲ୍ ଫାଉଣ୍ଡେସନ ପକ୍ଷରୁ ସମ୍ଭବ ଟ୍ରଷ୍ଟକୁ ସମ୍ବର୍ଦ୍ଧିତ କରି ସମାଜସେବା ଦିଗରେ ପ୍ରେରଣା ଯୋଗାଇ ଥିବାରୁତରଫରୁ କୃତଜ୍ଞତା ଜ୍ଞାପନ ଅନୁଷ୍ଠାନ ସମସ୍ତ କର୍ମ କର୍ତ୍ତା ତଥା ପ୍ରତିଷ୍ଠାତା ଏସ୍ ଏମ ପପୁ ଓ ପ୍ରଜ୍ଞାଙ୍କୁ ଅଶେଷ ଧନ୍ଯବାଦ୍ ଓ ଆନ୍ତରିକ ସାଧୁବାଦ ଅର୍ପଣ କରୁଛୁ ।

Post a Comment