ଯାଜପୁର,(ଆଜତକ୍ ଓଡ଼ିଶା) ଯାଜପୁର ଜିଲ୍ଲା ଛତିଆ ଗ୍ରାମ ପଞ୍ଚାୟତ ଏକ ଡାଳିଆ ଗାଆଁର ଟୁନି ସାମନ୍ତରାୟ ଘର ଅଗ୍ନିକାଣ୍ଡ ଘଟି ଘର ଜଳିପୋଡ଼ି ପାଉଁଶ ହୋଇ ଯାଇଛି ଶନିବାର ଦିନ ସନ୍ଧ୍ୟାରେ କୌଣସି କାରଣ ବଶତଃ ଘରେ ନିଆଁ ଲାଗି ଯାଇଥିଲା ଦମକଳ ଆସି ନିଆଁକୁ ଆୟତ୍ତ କରିବା ପୂର୍ବରୁ ଘରର ସବୁ ଯାନ ଆସନ ପୋଡ଼ି ଜଳି ପାଉଁଶ ହୋଇ ଯାଇଥିଲା,ଏହି ଦୁଃଖ ଖବର ଶୁଣି ତାଙ୍କ ବିପଦ ସମୟରେ ମାନବିକତା ଦୃଷ୍ଟିରୁ ଭେଟିବାକୁ ଯାଇଥିଲେ ସାମାଜିକ ଅନୁଷ୍ଠାନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅର୍ଥ ରାଶି ସହଯୋଗ କରା ଯାଇଛି,ଭଗବାନ ତାଙ୍କ ପରିବାରକୁ ଧର୍ୟ୍ଯ ସାହାସ ଦେଇ ସାହା ହୁଅନ୍ତୁ, ଟୁନି ସାମନ୍ତରାୟଙ୍କ ସ୍ୱାମୀଙ୍କ ଦେହାନ୍ତ ପରେ ବହୁତ କଷ୍ଟରେ ଗାଈଟି ପାଳି ବହୁତ କଷ୍ଟରେ ଜୀବନ ବିତାଉଛନ୍ତି ସାଂସର କହିଲେ ଦୁଇଟି ପୁଅ ବଡ଼ ପୁଅର ଦେହ ଅସୁସ୍ଥ ଅଛି ଧାର କରଜ କରି ପୁଅକୁ ଚିକିତ୍ସା କରୁଛନ୍ତି ତା ଉପରେ ଅଗ୍ନିକାଣ୍ଡ ଯେମିତି ବୋଝ ଉପରେ ଲଳିତା ବିଡା ପରିବାର ଲୋକ ଭାଙ୍ଗି ପଡିଛନ୍ତି ବିପଦକୁ ସାମନା କରି ଆଜିର ସେବା କାର୍ଯ୍ୟରେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ନିହାର ସାହୁ ଓ ଟ୍ରଷ୍ଟର ସମ୍ପାଦିକା ସୁଶ୍ରୀ ପ୍ରମିଳା ସିଂହ ଉପସ୍ଥିତ ରହିଥିଲେ ସେ କହିଛନ୍ତି ଲୋକଙ୍କ ଅସୁବିଧା ସମୟରେ ଆମେ ସହଯୋଗ କରିବୁ ଆଗକୁ ଏମିତି ସେବା ଜାରି ରହିବ ସମାଜର ମଙ୍ଗଳ ନିମନ୍ତେ ।

Post a Comment