ଖୋର୍ଦ୍ଧା (ଆଜତକ୍ ଓଡ଼ିଶା) ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବଙ୍ଗିଦା ପଞ୍ଚାୟତରେ ସରକାରୀ ଚୁଲା ବଣ୍ଟନ କରାଯାଉଥିଲା ହେଲେ ବିନା ରସିଦ୍ ରେ ୧୦୦ ଟଙ୍କା ଲେଖେ ନେଇ ଚୁଲା ଦିଆଯାଉଥିଲା, ହେଲେ ଗୋଟେ ଗ୍ରାମରେ ୧୦୦ ଟଙ୍କା,ଆଉ ଗୋଟେ ଗ୍ରାମରେ ୫୦ ଟଙ୍କା ଏଟା କେତେ ଦୂର ଠିକ୍ ପୁଣି ବିନା ରସିଦରେ, ହେଲେ ଦୁର୍ଭାଗ୍ୟ କଥା ବଙ୍ଗିଦା ସରପଞ୍ଚ ଙ୍କୁ ଲୋକେ ପଚାରି ବାରୁ ସରପଞ୍ଚ କହିଲେ ମୁଁ ୟେ ବିଷୟରେ କିଛି ଜାଣିନି, ତେଣୁ ଅସାହ୍ୟ ଗରିବ ଖଟିଖିଆ ନିରୀହ ଲୋକମାନେ କଣ କରିବେ, ତେଣୁ ଓଡ଼ିଶା ସରକାରଙ୍କୁ ଅନୁରୋଧ ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନୀୟାଯାଉ ଏବଂ ଗରିବ ଲୋକଙ୍କୁ ତାଙ୍କ ଟଙ୍କା ଫେରା ଯାଉ।

Post a Comment