ଭୋଗରାଇ ୨୪/୬ (ଚିନ୍ମୟ କୁମାର ଦାସ) ଭୋଗରାଇ ବ୍ଳକ ଅନ୍ତର୍ଗତ କଚୁଆଡି ବୈକୁଣ୍ଠନାଥ ଜୁନିୟର କଲେଜକୁ ଗୁରୁବାର ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି.କେ.ପାଣ୍ଡିଆନ ୨୫ ଲକ୍ଷ ଟଙ୍କା ମଂଜୁରୀ କରିଛନ୍ତି ଏଥିରେ ବିଦ୍ୟାଳୟ ରେ ନୂତନ ଶ୍ରେଣୀଗୃହ, ଲାଇବ୍ରେରୀ ଗୃହ, ବାଳିକା ସ୍ୱଚ୍ଛ ପରିମଳ ବ୍ୟବସ୍ଥା, ବୈଠକ ଗୃହ ପାଇଁ ଅର୍ଥ ମଞ୍ଜୁରୀ ହୋଇଥିବାରୁ ଭୋଗରାଇ ମାନ୍ୟବର ବିଧାୟକ ଅନନ୍ତ ଦାସ, ବ୍ଳକ ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ଜିଲ୍ଲା ପରିଷଦ କବିତା ମହାନ୍ତି, ଉପାଧ୍ୟକ୍ଷା ମୀନାରାଣୀ ସାସମଲ, ବିଶ୍ଵଜିତ ଦାସ, ଦୀପକ କୁମାର ଦାସଙ୍କ ପ୍ରଚେଷ୍ଟା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ରାଜ୍ୟ ସରକାର ପକ୍ଷରୁ ଅର୍ଥ ମଞ୍ଜୁରୀ ହେବାରୁ ଅଧ୍ୟକ୍ଷ ହରିପଦ ପ୍ରମାଣିକ ଓ ସମସ୍ତ କର୍ମଚାରୀ ଓ କଲେଜର ପ୍ରତିଷ୍ଠାତା ଓ ସଂପାଦକ ରାମନାରାୟଣ ମହାନ୍ତି କୃତଜ୍ଞତା ଜଣାଇଛନ୍ତି ।

Post a Comment