କୋରାପୁଟ : (ଆଜତକ୍ ଓଡ଼ିଶା) କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ସୁନାବେଶ ଅନୁଷ୍ଠିତ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଅଛି । ଏହି ପବିତ୍ର ସୁନାବେଶ ଦେଖିବାକୁ କୋରାପୁଟ ତଥା ଆଖପାଖ ଅଞ୍ଚଳରୁ ବହୁ ମାତ୍ରାରେ ଭକ୍ତ ଯୋଗ ଦେଇ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରିଥିବା ଦେଖିବାଜୁ ମିଳିଅଛି । ଆଜି ଦିନରେ ମହାପ୍ରଭୁଙ୍କ ସୁନାବେଶ ଦେଖିଲେ ବହୁ ପୁର୍ଣ୍ୟ ଅର୍ଜନ ହୋଇଥାଏ ବୋଲି ଆଖ୍ୟା ରହିଅଛି । ବିଶ୍ବର ଦ୍ଵିତୀୟ ଶ୍ରୀକ୍ଷେତ୍ର ଶାବର ଶ୍ରୀକ୍ଷେତ୍ରଠାରେ ଶ୍ରୀ ଜଗନ୍ନାଥ, ବଡ଼ ଭାଈ ବଳଭଦ୍ର ଏବଂ ସିନ୍ଦୂର ମୁହିଁ ମାଁ ସୁଭଦ୍ରାଙ୍କ ଏକ ସଙ୍ଗେ ସୁନାବେଶକୁ ଭକ୍ତମାନେ ମନଭରି ଉପଭୋଗ କରିବା ଦୃଶ୍ୟ ଥିଲା ଅତ୍ୟନ୍ତ ନିଆରା । ଏହି ସୁନାବେଶ ଅପରାହ୍ନ ୪ରୁ ଆରମ୍ଭ ରାତ୍ର ପ୍ରାୟ ୧୦ଟା ପର୍ଯ୍ୟନ୍ତ ଭକ୍ତମାନଙ୍କଙ୍କ ପାଇଁ ଖୋଲାରହିବାର କାର୍ଯ୍ୟକ୍ରମ ରହିଅଛି । ଏହି ପବିତ୍ର ସୁନାବେଶ ଦେଖିବାକୁ କୋରାପୁଟ ତଥା ଆଖପାଖ ଅଞ୍ଚଳରୁ ବହୁ ମାତ୍ରାରେ ଭକ୍ତ ଯୋଗ ଦେଇ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରିଥିବା ଦେଖିବାଜୁ ମିଳିଅଛି । ଆଜି ଦିନରେ ମହାପ୍ରଭୁଙ୍କ ସୁନାବେଶ ଦେଖିଲେ ବହୁ ପୁର୍ଣ୍ୟ ଅର୍ଜନ ହୋଇଥାଏ ବୋଲି ଆଖ୍ୟା ରହିଅଛି । ଭକ୍ତମାନଙ୍କ ଭିଡକୁ ଆଖିରେ ରଖି ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଅଛି ।

Post a Comment