ବାଲେଶ୍ବର,୨୯/୬ (ଜଗନ୍ନାଥ ଗୋଛାୟତ) ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଉପଲକ୍ଷେ ଶିଳ୍ପାଞ୍ଚଳ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ ପକ୍ଷରୁ ଆସନ୍ତା ୧ ତାରିଖରେ ଏକ ରକ୍ତଦାନ ଶିବିର ସମ୍ବାଦ-ଆମଓଡ଼ିଶା ସହଯୋଗରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଆଜି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ପ୍ରବନ୍ଧକ ଯଶବନ୍ତ ଦାଶଙ୍କ ସଭାତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ପ୍ରବନ୍ଧକ(ଅପରେସନ୍) ଅଜିତ କୁମାର ତ୍ରିପାଠୀ, ମୁଖ୍ୟ ପ୍ରବନ୍ଧକ(କ୍ରେଡିଟ୍) ଜ୍ୟୋତି ଶଙ୍କର ମିଶ୍ର, ମୁଖ୍ୟ ପ୍ରବନ୍ଧକ(ଏସ୍ ଏଣ୍ଡ ବିଡି) ସନ୍ତୋଷ କୁମାର ଦାସ, ବାଲେଶ୍ବର ଶାଖର ପ୍ରବନ୍ଧକ ଶୁଭେନ୍ଦୁ ପଣ୍ଡା, ଶିଳ୍ପାଞ୍ଚଳ ମୁଖ୍ୟ ପ୍ରବନ୍ଧକ ସଂଜୟ ଦାସ, ମୋତିଗଞ୍ଜ ଶାଖାର ମୁଖ୍ୟ ପ୍ରବନ୍ଧକ କୃଷ୍ଣଚନ୍ଦ୍ର ସାହୁ, ମାନବସମ୍ବଳ ଅଧିକାରୀ ସବ୍ୟସାଚୀ ମହାପାତ୍ର, ଅଶୋକ କୁମାର ଦାସ, ପରମାନନ୍ଦ ଦେ, ବିଶ୍ବସୁନ୍ଦର ଦାସ, ଦିଗ୍ବିଜୟ ପଣ୍ଡା, ମାନସ କୁମାର ମହାପାତ୍ର, ଗୁରୁପ୍ରସାଦ ଜେନା, ଅଭୟ କୁମାର ଜେନା, ପଦ୍ମଲୋଚନ ନନ୍ଦୀ, ନବକିଶୋର ମଲ୍ଲିକ, ଶଶିଶେଖର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶିବିର ସଂପର୍କରେ ଆଲୋଚନା କରିଥିଲେ। ଉକ୍ତ ଦିନ ସକାଳ ୯ଟା ସମୟରେ ରକ୍ତଦାନ ଶିବିର ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

Post a Comment