ନୂଆପଡା (ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମପଞ୍ଚାୟତ ବ୍ୟଜଳପୁର ଠାରେ ମାଁ ସମଲେଶ୍ୱରୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଦେବିଯଜ୍ଞ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମାଁଙ୍କ ମନ୍ଦିର ପାଇଁ ବିଧାୟକ ପାଣ୍ଠିରୁ ୧୭ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବାବେଳେ ପ୍ରତିଷ୍ଠା କରାଯାଇଛି । ମନ୍ଦିରରେ ମହାଷ୍ଟମୀ ପୂଜାରେ ବିଭିନ୍ନ ଗ୍ରାମରୁ ଆମନ୍ତ୍ରିତ ହୋଇ ଆସିଥିବା ଦେବଦେବୀଙ୍କୁ ସ୍ୱାଗତ ସମାହାରୋ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୂଜା କମିଟି ସଭାପତି ଓ଼ କର୍ତା ଡମ୍ବରୁଧର ମାଝୀ, ଓ଼ ତାଙ୍କ ପତ୍ନୀ ରମାକାନ୍ତି ମାଝୀ ପୂଜା କାର୍ଯ୍ୟ ତୁଲାଇ ଥିଲେ । ସେହିପରି ବାବେବିର ରୁ ବୁଢାରଜା, କହିରପଦରରୁ ପଟଖଣ୍ଡ, ପାଦ୍ରୀପାଣିରୁ ମଚପୁରେନ, ଫରସରା ରୁ ବୁଡ଼ାରାଜ ଖଳନାରୁ କଟାଝୁଲେନ ଓ଼ ସୁନାବେଡା ରୁ ମାଁ ସୁନାଦେଇ ଆସି ପୂଜା ପାଇଥିଲେ ଏହି ଅବସରରେ ମୁଖ୍ୟଅଥିତି ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ସମ୍ମାନିତ ଅତିଥି ଖଡ଼ିଆଳ ବିଜ୍ଞାପିତ ପରିଷଦ ଅଦକ୍ଷ ଉଜ୍ଜଳ ଗୁପ୍ତା, ସିନାପାଲି ବ୍ଲକ ଉପଦକ୍ଷା ମିନା ଘିବେଲା, ସିନାପାଲି ବିଡ଼ିଓ ସର୍ବେଶ୍ୱର ଜାଲ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଲିଙ୍ଗରାଜ ଘିବେଲା, ଗିରିରାଜ ମାଝୀ, ଶିକ୍ଷାବିତ ସତ୍ୟବ୍ରତ ଗହୀର, ସିନାପାଲି ସଦର ସମିତି ସଦସ୍ୟ ମନୀଷ ପଟେଲ, ରମ୍ଭା ମାଝୀ, ସିନାପାଲି ବ୍ଲକ କଂଗ୍ରେସ କମିଟି ସଭାପତି ଜୟପାଳ ବାଗ ପ୍ରମୁଖ ମଞ୍ଚାସିନ ଥିଲେ ।

Post a Comment