ଧର୍ମଗଡ , (ପ୍ରଦିପସେଠିଆ) ଧର୍ମଗଡ ତରାପୁରରେ ମହାଭାରତ ପାରାୟଣ ମହା ଯଜ୍ଞ ୬ ତାରିଖ ଚୈତ୍ର ପୂର୍ଣ୍ଣିମାରୁ ଆରମ୍ଭ ହୋଇଛି।ମଇ ୫ ତାରିଖ ବୈଶାଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକ ମାସ ଧରି ମହାଭାରତ ଯଜ୍ଞ ହେବ। ତାରାପୁର ବଜାର ପଡ଼ିଆରେ ତାରାପୁର,କର୍ଲକୋଟ,ସନ୍ଦିମୁଣ୍ଡ ଓ କନକପୁର ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମରେ ଆୟୋଜିତ ,ଏହି ମହାଯଜ୍ଞ ପାଇଁ ବୁଧବାର ଦିନ ଅଧିବାସ ଓ କଳସ ଯାତ୍ରା ହୋଇଥିଲା।ଗୁରୁବାର ପୂର୍ଣ୍ଣିମାଠାରୁ ଯଜ୍ଞ ଆରମ୍ଭ ହୋଇଛି ପ୍ରତି ୧୦ଟାରୁ ପୂଜା ଓ ପାରାୟଣ ଆରମ୍ଭ ହୋଇ ଅପରାହ୍ନ ସାଢେ଼ ୪ଟା ପର୍ଯ୍ୟନ୍ତ ଚାଲିବ।ବ୍ରହ୍ମା ଭାବେ ଗୋପାଳ ଜି ପ୍ରସାଦ ଠାକୁର,ପଣ୍ଡିତ ସୁନିଲ ପଣ୍ଡା ବ୍ୟାସ,ବିଶ୍ଵ ରଞ୍ଜନ ଯୋଶୀ ଆଚାର୍ଯ୍ୟ, ଭାସ୍କର ଠାକୁର ସ୍ବସ୍ତି ବାଚକ୍, ମହେନ୍ଦ୍ର ଯୋଶୀ ବିଷ୍ଣୁ ସହସ୍ର ନାମ, ରାଧାମୋହନ ପଣ୍ଡା ଜପକ, ବିଶ୍ୱଜିତ୍ ଠାକୁର ବିନାୟକ, ଧନଞ୍ଜୟ ମୁଣ୍ଡ ଯୋଗ ରକ୍ଷକ, ଆର୍ତ୍ତତ୍ରାଣ ମୁଣ୍ଡ ପାଚକ ଭାବେ ପିଠେ ବିରାଜମାନ କରିଛନ୍ତି । ପୂର୍ଣ୍ଣଚନ୍ଦ୍ର ନାଏକ ଓ ତାଙ୍କ ଧର୍ମପତ୍ନୀ ପଦୁ ନାଏକ କର୍ତ୍ତା ଦାୟିତ୍ଵ ରେ ଅଛନ୍ତି। ବିଭିନ୍ନ ଦିନ ଏଠାରେ ବିବାହ ବ୍ରତ , ଚୁଡ଼ା କରଣ, କୁଣ୍ଡବାରି, ଭଳି ସଂସ୍କାର ହେବ ବୋଲି ଆୟୋଜିତ କମିଟି ସଭାପତି ଶଶିଧର ଚଲାନ ସୂଚନା ଦେଇଛନ୍ତି।କାମଟି ସଂପାଦକ ଅବନୀ ସାହୁ କୋଷାଧ୍ୟକ୍ଷ ରମେଶ ଅଗ୍ରୱାଲ , କର୍ମକର୍ତ୍ତା ବାସୁଦେବ ସାହୁ,ଶତ୍ରୁଘନ୍ ଲହଜାଲ , ଲମ୍ବୋଦର ଶବର,ନରେଶ ପଟେଲ,ସଞ୍ଜୀବ ସାହୁ, ମର୍ଦ୍ଧରାଜ ସରାପ ,ଦୁଷ୍ମନ୍ତ ପଣ୍ଡା,ରଘୁ ପଟେଲ, ଲକ୍ଷ୍ମଣ ସାହୁ, ଟିକଚନ ନାଏକ, ଟଙ୍କଧର ବରିହା ଓ ଅନ୍ୟମାନେ ସହଯୋଗ କରିଥିଲେ।

Post a Comment