ବୌଦ୍ଧ :୯/୪ (ସୁଶାନ୍ତ କୁମାର ବେହେରା) ଆଜୀବନ ସଜା ହୋଇଥିବା କଏଦୀ ଙ୍କ ବେକରେ ଗାମୁଛା ଦେଇ ଆତ୍ମ ହତ୍ୟା କରିଥିବା ଘଟଣା ଆଜି ବୌଦ୍ଧ ଜିଲ୍ଲା ରେ ଚହଳ ପକାଇଛି। ସୂଚନା ଅନୁଯାଇ ୨୦୧୫ରେ ଏକ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବୌଦ୍ଧ ଉପ -କାରାଗାର ରେ ଆଜୀବନ ସଜା କାଟୁଥିବା ବାଉଁସୁଣୀ ଥାନା ଅନ୍ତର୍ଗତ ଜମଘାଟି ଗ୍ରାମର ରବୀନ୍ଦ୍ର ମେହେର। ତାଙ୍କ ଦେହ ଅସୁସ୍ଥତା ଓ ସେ ମାନସିକ ବିକୃତ ଥିବାରୁ ସେ ଜେଲ ଭିତରେ ମଧ୍ୟ ଚିକିତ୍ସାଧୀନ ହେଉଥିବା ସୂଚନା ମିଳୁଛି।କାଲି ହଠାତ ତାଙ୍କ ମୃତ ଦେହ ଗାଧୁଆ ଘରୁ ଉଦ୍ଧାର କରାଯାଇଛି।ତାଙ୍କୁ ଉଦ୍ଧାର ବେଳେ ବେକରେ ଗାମୁଛା ଦେଇ ଥିବା ମିଳିଥିଲା।ମୃତ୍ୟୁ ର ସଠିକ ଜଣା ପଡୁନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।

Post a Comment