ନୂଆପଡ଼ା (ରିଖିରାମ ଦଳ) ନୂଆପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପ୍ରତିଷ୍ଠା ଦିବସ ସହ ଉତ୍କଳ ସ୍ଵତନ୍ତ୍ର ପ୍ରଦେଶ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ଏହି ଅବସରରେ ଏକତା ଛକ ଠାରେ ସ୍ବର୍ଗୀୟ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତି ରେ ମୁଖ୍ୟଅତିଥି ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡ଼ଳି ମାଝୀ । ଜିଲ୍ଲାପାଳ ହେମକାନ୍ତ ସାଏ, ଜିଲ୍ଲା ପରିଷଦ, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରଶ୍ନନ ପାଢ଼ୀ, ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରକାଶ ସିଂ ମାଝୀ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲା ଗଠନରେ ଘାସିରାମ ମାଝୀଙ୍କ ଅବଦାନ ଅତୁଳନୀୟ ଅଟେ। ୧୯୯୩ ମସିହାରେ କଳାହାଣ୍ଡି ଠାରୁ ବିଭକ୍ତ ହୋଇ ନୂଆପଡା ଜିଲ୍ଲା ସ୍ବତନ୍ତ୍ର ମାନ୍ୟତା ପାଇଥିଲା। ସେହି ଦିନ ଠାରୁ ଜିଲ୍ଲା ବିକାଶ ପଥରେ ଅଗ୍ରସର ହୋଇଅଛି। ଜିଲ୍ଲାରେ ଗୋଟିଏ ଜାତୀୟ ରାଜପଥ ୩୫୩ ନମ୍ବର ୯୦ କିଲୋମିଟର ଅତିକ୍ରମ, ଅର୍ଥନୈତିକ କରିଡର କହୁଥିବା ବିଜୁଏକ୍ସପ୍ରେସ ୱେ ୧୦୫ କିଲୋମିଟର ଅତିକ୍ରମ, ଜିଲ୍ଲାରେ କିଡନୀ ଡାଇଲୋସିସ କେନ୍ଦ୍ର, ଜିଲ୍ଲା ଏନ ସି ଡି ସେବା, ଜିଲ୍ଲାରେ ଦୁଇ ଗୋଟି କେନ୍ଦ୍ରୀୟ ବିଦ୍ୟାଳୟ, ଜିଲ୍ଲା ରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ଭୂତଳ ଜଳ ରେ ମାତ୍ରାଧିକ ଫ୍ଲୋରାଇଡ଼ ପାଇଁ ୬୫୦ ରୁ ଉର୍ଦ୍ଧ କୋଟିରେ ମେଗା ଜଳ ଯୋଗାଣ ପ୍ରକଳ୍ପ, ଦୁଇ ଗୋଟି ବୃହତ ଜଳ ସେଚନ ପ୍ରକଳ୍ପ, କ୍ଷୁଦ୍ର ଶସ୍ୟ ଚାହିଦା ବୃଦ୍ଧି,ହେବାର ଲାଗି ରହିଛି।

Post a Comment