ନୂଆପଡ଼ା,(ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା କୋମନା ପଞ୍ଚାୟତ ସମିତି କାର୍ଯ୍ୟଳୟ ରେ ନୂତନ ମଧୁବାବୁ ପେନସନ ଯୋଜନା ରେ ଆଜି ୧୨ ଟା ସମୟରେ ବ୍ଲକ ର ୧୯ଜଣ ହିତାଧିକାରୀ ଙ୍କୁ ପଞ୍ଚାୟତ ସମିତି ଅଧକ୍ଷା ଅନୁଷୟା କୁମ୍ଭାର ଙ୍କ ଦ୍ଵାରା ବିକଳାଙ୍ଗ,ବିଧବା ବାର୍ଦ୍ଧକ୍ୟ ମାନଙ୍କୁ ନୂତନ ଭତ୍ତା ପ୍ରଦାନ କରିଥିଲେ।ଯେଉଁ ହିତାଧିକାରୀ ବି ବଞ୍ଚିତ ରହିଛନ୍ତି ସେମାନଙ୍କୁ ଏହି ଯୋଜନା ରେ ସାମିଲ କରାଯିବ ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସର ରେ ମୁଣ୍ଡପଲା ସମିତି ସଭ୍ୟ,ସମାଜ ସେବୀ ଗୁପ୍ତେଶ୍ୱର କୁମ୍ଭାର ଉପସ୍ଥିତ ରହି ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା ।

Post a Comment