ଜଳେଶ୍ବର ୦୬/୪ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ବ୍ଲକ ବଜାରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିର ୪୪ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଜଳେଶ୍ୱର ବିଜେପି ନଗର ସଭାପତି ଫାଲ୍ଗୁନୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ କାଉନସିଲର ସିଦ୍ଧେଶ୍ୱର ପଣ୍ଡା ଦଳୀୟ ପତାକା ଉତ୍ତଳୋନ କରିଥିଲେ । ବିଜେପି କେବଳ ଏକ ରାଜନୈତିକ ଦଳ ନୁହେଁ, ବରଂ ଏକ ଆନ୍ଦୋଳନ। ବ୍ୟକ୍ତି ଠୁ ବଡ଼ ଦଳ ଏବଂ ଦଳ ଠୁ ବଡ଼ ଆମ୍ଭ ରାଷ୍ଟ୍ର । ନିଜର ରାଷ୍ଟ୍ରବାଦୀ ବିଚାରଧାରା, ଅନ୍ତୋଦୟ ଏବଂ ସିଦ୍ଧାନ୍ତ ବଳରେ ଭାଜପା ସର୍ବଦା ରାଷ୍ଟ୍ରହିତ ପାଇଁ ସର୍ବସ୍ୱ ଅର୍ପଣ କରି ଭାରତ ବର୍ଷକୁ ପରମ ବୈଭବଶାଳୀ ରାଷ୍ଟ୍ର ଭାବେ ଗଢି ତଳିବା କାର୍ଯ୍ୟରେ ଅନବରତ ଲାଗି ରହିଅଛି ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ୧୯୫୧ ରୁ ଜନସଙ୍ଘ ଓ ୧୯୮୦ ମସିହାଠୁ ଆଜିର ଦିନ ପର୍ଯ୍ୟନ୍ତ ଭାଜପା ପାଇଁ ତ୍ୟାଗ, ରକ୍ତତର୍ପଣ ଓ ବଳିଦାନ ଦେଇଥିବା ଅମର ଆତ୍ମାଙ୍କୁ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଭାଜପା ରାଷ୍ଟ୍ର ପାଇଁ ଓ ମୁଁ ଭାଜପା ପାଇଁ ମନ୍ତ୍ରକୁ ଆଧାର କରି ଦଳକୁ ତୃଣମୂଳ ସ୍ତରରେ ସୁଦୃଢ଼ ତଥା ସୁସଂଗଠିତ କରିବା ପାଇଁ ଉପସ୍ଥିତ କାର୍ଯ୍ୟକର୍ତ୍ତା ଭଉଣୀ ଓ ଭାଇମାନେ ସଂକଳ୍ପ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ପ୍ରବୀର ପ୍ରଧାନ ଓ ସାବିତ୍ରୀ ଜେନା,ବରିଷ୍ଠ ନେତା ସିଦ୍ଧାର୍ଥ ଶଙ୍କର ପାଳ, ମଣ୍ଡଳ ସଭାପତି ତପନ ବିଶ୍ୱାଳ, କାର୍ଯ୍ୟକାରୀ ମଣ୍ଡଳ ସଭାପତି ବିଶ୍ଵରୂପ ଦାସ, ତନ୍ମୟ ଚନ୍ଦ, କାଉନସିଲର ଚନ୍ଦନ ଦାସ ଓ ଶିବନାରାୟଣ ମହାପାତ୍ର, ପୂର୍ବତନ କାଉନସିଲର ଅନନ୍ତ ଦାସ,ନଗର ଉପସଭାପତି ବନମାଳୀ ଧଳ, ମୁକ୍ତାରାଣୀ ପାଳ, ସୁମତି ରଣା, ସାଧାରଣ ସମ୍ପାଦକ ବରେନ୍ଦ୍ର ପରିଡ଼ା,ଗଦାଧର ସିଂ, ଅଞ୍ଜନ ଦାସ, ସଂଜୀବ ପ୍ରଧାନ, ମନମୋହନ ଆଚାର୍ଯ୍ୟ, ଅମୂଲ୍ୟ ସେନାପତି, ବଙ୍କବିହାରୀ ଦାସ, ରାଧାକୃଷ୍ଣ ସେଣ,ଖୋକନ ଘୋଷ, ଅଜୟ ଦାସ, ଅରୁଣ ଦାସ, ଅଜୟ ପାତ୍ର, ରବୀନ୍ଦ୍ର ଜେନା ଙ୍କ ସମେତ ଅନେକ ସକ୍ରିୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏଲଇଡ଼ି ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣାଯାଇଥିଲା । ଜଳେଶ୍ୱର ସହରର ସମସ୍ତ ବୁଥ୍ ରେ ଦଳୀୟ ପତାକା ଉତ୍ତଳୋନ କରି ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା।

Post a Comment