ଭବାନୀପାଟଣା ୧/୪ (ଆଜତକ୍ ଓଡ଼ିଶା ବ୍ୟୁରୋ) ଲାଞ୍ଜିଗଡ କଳାହାଣ୍ଡି ଓ ରାୟଗଡା ସୀମାନ୍ତ ରେ ଥିବା ନିୟମଗିରି ପାହାଡ଼ ଯେଉଁ ପାହାଡ଼ରେ କି ସରକାର ବେଦାନ୍ତ ଆଲୁମିନିୟମ କମ୍ପାନୀ ତିଆରିକରି ନିୟମଗିରି ଜଙ୍ଗଲ କୁ ଧ୍ୱଂସ କରିବାରେ ପ୍ରୟାସ କରିଛନ୍ତି ହେଲେ ପ୍ରକୃତରେ ଆଦିବାସୀ ମାନଙ୍କ ହିଁ ପ୍ରକୃତି ଜଙ୍ଗଲ ଯେଉଁ ଜଙ୍ଗଲ କି ଆଦିବାସୀ ମାନଙ୍କର ହିଁ ହୋଇଥାଇ । ବେଦାନ୍ତ କମ୍ପାନୀ କୁ ହଟେଇବା ପାଈଁ ବହୁବାର ଆନ୍ଦୋଳନ ଓ ମନା କରିବା ସତ୍ତ୍ୱେ ବି ଓଡିଶା ସରକାର କିଏ କିଛି କରି ପାରିବେ ନି ବୋଲି ଶୁଣିଲେ ବି ନ ଶୁଣିଲା ଭଳି ହେଉଛି । କମ୍ପାନୀ ମାଲିକ ସହିତ ଶଳା ସୂତ୍ରା ହେଇକି ଶାସକ ଦଳର ନେତାମାନେ ଦଲାଲ ଗିରି କରିବା ପାଇଁ କିଛି ପଇସା ପତ୍ର ଆଳରେ ଆଦିବାସୀମାନଙ୍କ ଜଙ୍ଗଲ କୁ ନଷ୍ଟ କରିବାରେ ଲାଗିଛନ୍ତି । ଆଦିବାସୀ ମାନେ ଏକତ୍ରିତ ହୋଇ ସେମାନେ ନିୟମରାଜା ପରବରେ ବ୍ରଜ ଶପଥ ନିଅନ୍ତି ଆମେ ଜୀବନ ପଛେ ଦେଇଦେବୁ ହେଲେ ନିୟମଗିରି ମାଟିକୁ କାହାରିକୁ ଦେବୁନାହିଁ,ରକ୍ତର ନଦୀ ବହିଲେ ବି ଏହି ନିୟମ ଗିରି ମାଟିକୁ ଦେବୁ ନାହିଁ ଏହି ନାରାବାଜି ଦେଇ କାହାରିକୁ ଖାତିର କରନ୍ତି ନାହିଁ । ବେଦାନ୍ତ ସପକ୍ଷରେ ଯାଉଥିବା ସାଇନିଙ୍ଗ କଳାହାଣ୍ଡି ସଂଘଠନ ବିଜେଡି ର ଦଲାଲ ସଂଘଠନ ପଇସା ପତ୍ର ପାଇଁ ଗୋଲାମଗିରି ସାଜିଥିବା ସଂଘଠନ ଏହି ସଂଘଠନ କୁ କେବେ ହେଲେ ବରଦାସ୍ତ କରାଯିବ ନାହିଁ ବୋଲି ଆଦିବାସୀ ମାନେ ମତ ରଖିଛନ୍ତି । ବେଦାନ୍ତ କମ୍ପାନୀଯୋଗୁଁ ଲାଞ୍ଜିଗଡ ଅଞ୍ଚଳରେ ପ୍ରଦୂସଣ ବହୁତ ମନ୍ଦ ଅବସ୍ଥା ପାଣି ପବନ ଅତି ପ୍ରଦୂଷିତ ହୋଉଛି ଓ ସ୍ୱାସ୍ଥ୍ୟ ଶରୀର ପାଇଁ ଖ୍ୟତିକାରକ ହୋଇପଡୁଛି । ସେହି ଅଞ୍ଚଳରେ ସ୍ୱାସ୍ଥ୍ୟ ଅବସ୍ଥାରେ ଗମନାଗମନ କ୍ଷେତ୍ର ଓ ପାଣି ସମସ୍ୟା କ୍ଷେତ୍ରରେ ଚାଷବାସ କ୍ଷେତ୍ରରେ ବହୁତ ଅନାଟନ ଅଛି । ବେଦାନ୍ତ ନ ହଟିବା ଯାଏ ସରକାର ସହିତ ତୀବ୍ରତର ଆନ୍ଦୋଳନ ହେବ ସହ ସହ ଆଦିବାସୀ ଲଢେଇ କରିବାରେ ଏକତ୍ରିତ ହେବୁ ଓ ବେଦାନ୍ତ କମ୍ପାନୀକୁ ନିହାତି ହଟେଇବୁ ବୋଲି ମତ ପ୍ରକାଶ କରିଛନ୍ତି ।

Post a Comment