ଭୋଗରାଇ ୦୧/୦୪ ( ଚିନ୍ମୟ କୁମାର ଦାସ ) ଓଡିଶାରୁ ପଶ୍ଚିମବଙ୍ଗକୁ ବେଧଢ଼କ ଚାଲିଛି ଗୋରୁ ଚୋରା ଚାଲାଣ, ବିଳମ୍ବିତ ରାତିରେ ପେଟ୍ରୋଲିଙ୍ଗ ସାରି ଫେରୁଥିବା ସମୟରେ କମର୍ଦ୍ଦା ପୋଲିସ ରାଜ୍ୟ ରାଜ ପଥ ୫୭ ନଂ ଜଳେଶ୍ଵର ଚନ୍ଦନେଶ୍ଵର କମର୍ଦ୍ଦା ଛକ ନିକଟରେ ପୋଲିସ ଏକ ଟାଟା ଏସି ଗାଡ଼ି ସହ ୧୦ ରୁ ଅଧିକ ଗୋରୁ କୁ ଉଦ୍ଧାର କରିଛି।କମର୍ଦ୍ଦା ଥାନା ଭାର ପ୍ରାପ୍ତ ଥାନା ଅଧିକାରିଣୀ ଲୋପାମୁଦ୍ରା ପଣ୍ଡା ଙ୍କ ନେତୃତ୍ୱରେ ଏସ ଆଈ ସନ୍ତୋଷ କୁମାର ବିଶ୍ୱାଳ, କନେଷ୍ଟବଳ ମହେଶ ନାୟକ, ଗୃହରଖି ଦିପକ କୁମାର ଦାସ,ସନ୍ତୋଷ ଜେନା, ସଞ୍ଜିବ ମହାନ୍ତି, କ୍ଷିତୀଶ ବାରିକ, ଗଣେଶ ପ୍ରଧାନ, ଅକ୍ଷୟ ଜେନା, ରଞ୍ଜିତ ଗୁରୁ, ପଦ୍ମଲୋଚନ ଦାସ ପ୍ରମୁଖ ଚଢ଼ାଉ କରିଥିଲେ, ଜବତ ହୋଇ ଥିବା ଗୋରୁ ଗୁଡିକୁ ବାଲେଶ୍ୱର ଗୋଶାଳା କୁ ସ୍ଥାନାନ୍ତର କରାଯିବା ନେଇ ଥାନା ଅଧିକାରୀଣୀସୂଚନା ଦେଇଛନ୍ତି, ଜାତୀୟ ରାଜ ପଥରେ ଥିବା ବସ୍ତା ଓ ଜଳେଶ୍ଵର ଥାନା ସମେତ ନାମ୍ପ ଫାଣ୍ଡି ଅତିକ୍ରମ କରି କିପରି କମର୍ଦ୍ଦାରେ ପହଞ୍ଜିଲା ତାହା ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।

Post a Comment