ଭବାନୀପାଟଣା : (ଶ୍ୟାମସୁନ୍ଦର ମାଝୀ) ଦୀର୍ଘ ବର୍ଷ ର ଗବେଷଣା ପରେ ୧୯୨୮ ମାର୍ଚ୍ଚ ୨୪ ତାରିଖ ରେ ଯକ୍ଷ୍ମା ପାଇଁ ଦାୟି ବ୍ୟାକଟେରିଆ କୁ ଚି଼ହ୍ନଟ କରାଯାଇଥିଲା । ସେହି ଦିନକୁ ସ୍ମରଣ କରିବାପାଇଁ ପ୍ରତିବର୍ଷ ୨୪ ତାରିଖ କୁ ବିଶ୍ୱ ଯକ୍ଷ୍ମା ଦିବସ ରୂପେ ପାଳନ କରାଯାଏ । ଲୋକଙ୍କୁ ଯକ୍ଷ୍ମା ରୋଗର ଭୟାବହାତ ସମ୍ପର୍କ ରେ ଆବଗତ କରାଇବାପାଇଁ ହେଉଛି ଏହି ଦିବସ ର ମୂଳ ଲକ୍ଷ୍ୟ । ଏହାର ମୂଳ ପୋଟନ ପାଇଁ ସମସ୍ତେ ନିଜ ଦାୟିତ୍ୱ ପ୍ରତି ସଚେତନ କରିବା ଆବଶ୍ୟକ ରହିଛି । ଏହାକୁ ଆଖି ଆଗରେ ରଖି ୟଙ୍ଗ ଷ୍ଟାର କ୍ଲବ ତିଳଯୋଡି ଓ ନେହେରୁ ଯୁବକେନ୍ଦ୍ର ସଂଗଠନ କଳାହାଣ୍ଡି ମିଳିତ ଉଦ୍ୟମ ରେ ତିଳଯୋଡି ଠାରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇ ଯାଇଛି । ଏହି ଦିବସ ଅବସର ରେ ଗାଁ ରେ ଏକ ରେଲି ମଧ୍ୟ ଅନୁଷ୍ଠିତ ହୋଇଥିଲା । ରୋଗ ଓ ଏହାର ନିରାକରଣ ସମଧୀୟ ବିଭିନ୍ନ ସ୍ଲୋଗାନ ଦେଇ ସ୍ବେଛାସେବୀ ମାନେ ଗାଁ ର ବିଭିନ୍ନ ପଡାକୁ ଯାଇ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅଙ୍ଗନୱାଡି ଦିଦି ଶ୍ରୀମତୀ ଦ୍ରୋପଦୀ ନାଏକ ଯୋଗ ଦେଇ ଉପସ୍ଥିତ ସ୍ବେଛାସେବୀ ମାନଙ୍କୁ ଏହି ଦିବସ ବିଷୟରେ ଆଲୋକପାତ କରିଥିଲେ । ସଭାପତି ଶ୍ରୀମତୀ ଜୁଲି ଯୋଶୀ, ସମ୍ପାଦକ ଯଶୋବନ୍ତ ରଣା ଯୁଗ୍ମ ସମ୍ପାଦକ ତୋଫାନ ମାଝୀ ଯୋଗଦେଇ ରେଲି କାର୍ଯ୍ୟ କୁ ସୁପରିଚାଳ କରିଥିଲେ । ସେହିପରି ସଂଗଠନ ର ନିରୁପମା ଦୁର୍ଗା, ମହେନ୍ଦ୍ର ନାଏକ, ପୂଜା ବାଗ, ଅଞ୍ଜଳି ମାଝୀ, ନମିତା ମାଝୀ, ଖେମା ଶବର ପ୍ରମୁଖ ସହଯୋଗ କରିଥିଲେ ।

Post a Comment