ଜଳେଶ୍ୱର ୨୬/୩ (ଜଗନ୍ନାଥ ଗୋଛୟତ) ଜଳେଶ୍ବର ନିର୍ବାଚନ ମଣ୍ଡଳୀର ଜଣେ କ୍ରାନ୍ତିକାରୀ, ସାଲିସ ବିହୀନ ଓ ସଂଗ୍ରାମୀ ନେତା ତଥା ବିଜୁ ଜନତା ଦଳର ପ୍ରତିଷ୍ଠାତା ସ୍ବର୍ଗତ ଗୌର ଗୋପାଳ ଦାସଙ୍କ ସ୍ମୃତିରେ ଆଜି ପୂର୍ବାହ୍ନରେ କୋଟସାହି ପଂଚୟତର କ୍ଷିରୋଦ ପ୍ରସାଦ ସରକାରୀ ଉ:ପ୍ରା: ବିଦ୍ୟାଳୟ ପରିସରରେ ବିଶାଳ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି। ଏହି ଶିବିରକୁ ସ୍ୱର୍ଗତ ଦାସଙ୍କ ଧର୍ମପତ୍ନୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସାବିତ୍ରୀ ଦାସ ଆନୁଷ୍ଠାନିକ ଭାବେ ଫିତା କାଟି ଉଦଘାଟନ କରିଥିଲେ। ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ, ସରପଞ୍ଚ ମଞ୍ଜୁବାଳା ପ୍ରଧାନ, ଯୁବ ସମାଜସେବୀ ଚନ୍ଦନ କୁମାର କର, ରାସ ବିହାରୀ ରଣା, ସତ୍ୟଶୋଭନ ମିଶ୍ର ଓ କାଳିଚରଣ ଦାସ, ବିଜେଡି ସଂଖ୍ୟାଲଘୁ ନେତା ସେଖ ହସିରୁଦ୍ଦିନ ବକ୍ସ, କୋଟସାହି ଗ୍ରାମ୍ୟ ମୁଖ୍ୟ କାହ୍ନୁ ଦାସ ମହାପାତ୍ର, ବିଜେଡି ସଭାପତି ବିଶ୍ଵନାଥ ଦାସ ମହାପାତ୍ର, ପ୍ରଧାନ ଶିକ୍ଷକ ସୁଧିର କୁମାର କର, ତପନ କୁମାର ସାହୁ, ବୁଦ୍ଧଦେବ ଜେନା, ସାମ୍ବାଦିକ ଭୂପତି କୁମାର ପରିଡ଼ା, ବିଶ୍ବମ୍ବର ନାଥ, ବିଶିଷ୍ଟ ସମାଜସେବୀ ହେମନ୍ତ କୁମାର ଜେନା, ୱାର୍ଡ଼ସଭ୍ୟା ମାନସୀ ଜେନା ପ୍ରମୁଖ ଉଦ୍ଦଘାଟନି ଉତ୍ସବରେ ଉପସ୍ଥିତ ହୋଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ପଣ୍ଡିତ ମୃତ୍ୟୁଞ୍ଜୟ ନନ୍ଦ ପ୍ରଥମେ ବେଦପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିଥି ଭାବରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ସିମନ୍ ଦାସ ମହାପାତ୍ର, ପୂର୍ବତନ ବ୍ଲକ ବିଜେଡି ସଭାପତି ଭୂପତି ଚରଣ ମିର୍ଦ୍ଧା ଓ ସୁଧିର କୁମାର ପାତ୍ର,ଓଷ୍ଟା ଶିକ୍ଷକ ନେତା ସୁକୁମାର ମିଶ୍ର,ରାଜେନ୍ଦ୍ର ପାତ୍ର, ଲକ୍ଷ୍ମୀଧର ବେହେରା (ବାଦଲ), ଶ୍ରୀକଣ୍ଠ ମହାନ୍ତି, ରମେଶ ଚନ୍ଦ୍ର ପାତ୍ର, ରବିନ୍ଦ୍ର ନାଥ ଗିରି, ଜୟଦେବ ବିଶ୍ଵାଳ, ରାଜେଶ ଜେନା, ହରିଶ ଚନ୍ଦ୍ର ମହାଳିକ, ମୁକୁନ୍ଦ ରଞ୍ଜନ ଜେନା, ପଶୁପତି ଗାନ୍ଧି, ଶିଶିର କୁମାର ପ୍ରଧାନ, ନିତ୍ୟାନନ୍ଦ ମଲ୍ଲିକ, ନିଶାକର ମହାନ୍ତି, ସୁଜନ ଦାସ ମହାପାତ୍ର, ଜଗଦିଶ ଜେନା, ସଞ୍ଜୀବ କୁମାର ଚାନ୍ଦ (ଟିକିଲି), ଅଜିତ କୁମାର ଘୋଷ ପ୍ରମୁଖ ଉପସ୍ଥିତ ହୋଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ସହଯୋଗ ମଧ୍ୟ କରିଥିଲେ।ସ୍ୱର୍ଗତ ଗୌର ଗୋପାଳ ଦାସ ଏ ଅଞ୍ଚଳର ଲୋକଙ୍କ ଗମନା ଗମନ କରିବା ପାଇଁ ଗୋଟିଏ ରାତିରେ ରାସ୍ତା, ରାଜଘାଟ ରେଳ ଷ୍ଟେସନ ତଥା ଜଳେଶ୍ଵରର ଉନ୍ନୟନ କଥା ଚିନ୍ତା କରିଥିଲେ ବୋଲି କହିଥିଲେ। କଟକ ବଡ଼ ମେଡ଼ିକାଲ ରକ୍ତ ଭଣ୍ଡାର, ବାରିପଦା ରକ୍ତ ଭଣ୍ଡାର ଓ ବାଲେଶ୍ଵର ରକ୍ତ ଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରା ଯାଇଥିଲା। ଏହା ବାଲେଶ୍ଵର ଜିଲ୍ଲାର ସବୁ ଠାରୁ ଅଧିକ ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ କରା ଯାଇଥିବା ଜଣା ପଡ଼ିଛି। କଟକ ବଡ଼ ଡାକ୍ତରଖାନା ରକ୍ତଭଣ୍ଡାର ମେଡ଼ିକାଲ ଅଫିସର ଡାକ୍ତର ଟୁନୁ ଭର୍ତ୍ତିଆ, ଟେକ୍ନିସିଆନ ବିଶ୍ୱଜିତ୍ ସେନାପତି, ରାମଚନ୍ଦ୍ର ଖଟୁଆ, ପ୍ରଶଞ୍ଜିତ୍ ଖଟୁଆ, ସୁଶାନ୍ତ କୁମାର ସାହୁ ଓ ସହଯୋଗୀ ସୁଶାନ୍ତ କୁମାର ବେହେରା, ବିଷ୍ଣୁ ପ୍ରସାଦ ଘୋଷ ଓ ବିଶ୍ୱଜିତ୍ ଦିକ୍ଷୀତ, ବାରିପଦା ରକ୍ତଭଣ୍ଡାରର ମେଡ଼ିକାଲ ଅଫିସର ଡାକ୍ତର ଗଣେଶ ଚନ୍ଦ୍ର ପାଳ, ଟେକ୍ନିସିଆନ ଆର ଖୁରାନା, ଛବି ମହାନ୍ତ, ଈଶ୍ୱର ସିଂ, ସଂଶିତା ମହାକୁଡ, ନିତିଶ କୁମାର ସାମଲ, ପି ଏସ ମହାନ୍ତ, କେ.କେ. ଜେନା, ଏସ ଏନ ପଲ୍ଲୀ, ଧିରେନ ମୁଖି ଏବଂ ବାଲେଶ୍ୱର ରକ୍ତ ଭଣ୍ଡାର ମେଡ଼ିକାଲ ଅଫିସର ଡାକ୍ତର ମହେଶ କୁମାର ବିଶ୍ବାଳ, ଟେକ୍ନିସିଆନ ମୋନାଲିସା ମହାନ୍ତି, ବିଜୟ କୁମାର ପଟ୍ଟନାୟକ, ଜ୍ୟୋତିଷ ଚନ୍ଦ୍ର ପ୍ରଧାନ, ଜ୍ୟୋତ୍ସ୍ନା ରାଣୀ ସ୍ୱାଇଁ, ସୌଭାଗ୍ୟବତି ପରିଡ଼ା ଓ ରତ୍ନାକର ସେଠି ପ୍ରମୁଖ ସ୍ଵାସ୍ଥ୍ୟ କର୍ମୀ ମାନେ ଏହି ବିଶାଳ ଶିବିରରେ ଉପାସ6 ରହି ରକ୍ତ ସଂଗ୍ରହ କରିଥିଲେ। ଉକ୍ତ ମେଗା ଶିବିରରୁ ମୋଟ ୫୬୮ ୟୁନିଟ ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ ହୋଇଥିଲା।ରକ୍ତଦାତାଙ୍କ ପାଇଁ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସେଥିରେ ଓଡ଼ିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଦୀପ୍ତିରେଖା ପାଢ଼ୀ ଓ ତାଙ୍କର ସହଯୋଗୀ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

Post a Comment