ଜଳେଶ୍ବର (ଜଗନ୍ନାଥ ଗୋଛାୟତ)ଆଧୁନିକ ଭାରତର ନିର୍ମାତା ବାବା ସାହେବ ଆମ୍ବେଦକରଙ୍କର ୧୩୨ତମ ଜନ୍ମ ଦିବସ ୧୪ ଏପ୍ରିଲ୍ ୨୦୨୩ ରିଖରେ ପାଳନ ପାଇଁ ଆମ୍ବେଦକର ସମତା ମଞ୍ଚ ଜଳେଶ୍ଵର ତରଫରୁ ଅଦ୍ୟ ତା ୧୪/୩/୨୦୨୩ ରିଖ ସନ୍ଧ୍ୟା ୭ ଘଟିକା ସମୟରେ ଜଳେଶ୍ଵର ମ୍ୟୁନ୍ସିପାଲ୍ଟି ଅନ୍ତର୍ଗତ ୧୦ ନମ୍ବର ୱାର୍ଡର ଶାନ୍ତିଆ ଗ୍ରାମରେ ମଞ୍ଚର ସଭାପତି ଶ୍ରୀ ଅଶୋକ କୁମାର ଜେନାଙ୍କ ଆହ୍ୱାନରେ ଅନୁଷ୍ଠିତ ହୋଇଛି।ଉକ୍ତ ବୈଠକରେ ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯିବାର ସିଦ୍ଧାନ୍ତ ନିଆଯାଇଛି। ଶାନ୍ତିଆ ଗ୍ରାମର ଗ୍ରାମବାସୀମାନେ ବାବସାହେବ୍ ଆମ୍ବେଦକର ଙ୍କର ଜନ୍ମ ବାର୍ଷିକ ଉତ୍ସବରେ ସଂପୁର୍ଣ୍ଣ ଭାବରେ ସହଯୋଗ କରିବେ ବୋଲି ମତପ୍ରକାଶ କରିଥିଲେ।ଉକ୍ତ ବୈଠକରେ ଗଣେଶ ଚନ୍ଦ୍ର ଜେନା, ସୁଧାଂଶୁ ଜେନା,ଧିରେନ୍ କୁମାର ପାତ୍ର,ଚୈତନ୍ୟ ଜେନା,ଦୀପକ ପାଳ,ଦେବବ୍ରତ ସିଂ,ପପୁ ଜେନା, ରତିକାନ୍ତ ଦେହୁରୀ,କେଦାର ଜେନା,ତପନ ଜେନା, ରତିକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ମଞ୍ଚର ସମ୍ପାଦକ ନୀରୋଜ କୁମାର ବେହେରା ଧନ୍ୟବାଦ ଦେଇ ସଭାକାର୍ଯ୍ୟ ଶେଷ କରିଥିଲେ।

Post a Comment