ଭବାନୀପାଟଣା (ଶ୍ୟାମସୁନ୍ଦର ମାଝୀ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଡ଼ୁମେରଗୁଡା ପଞ୍ଚାୟତ,କେରମୁଣ୍ଡା ଗ୍ରାମ ର କରୋନା ସମୟରେ ବାପା ହରାଇଥିବା ପାଞ୍ଚ ପୁଅ ଝିଅଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଇଛି । ପ୍ରେମା ରଣା (୧୫)ଯମୁନା ନାଏକ (୧୭)ଗୁପ୍ତେ ନାଏକ (୧୫)ମିନା ରଣା (୧୭)ଯୋଗୀନ୍ଦ୍ର ଟୋଲଟିଆ (୧୭) ଏହି ପୁଅ ଝିଅ ମାନେ ଆସନ୍ତା ମାସ ଠାରୁ ୧୮ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ୧୫୦୦ ଟଙ୍କା ଲେଖାଏଁ ମିଳିବ । କରୋନା ସମୟରେ ବାପା ହରାଇଥିବା ପୁଅ ଝିଅଙ୍କୁ ଓଡିଶା ସରକାର ଆଶୀର୍ବାଦ ଯୋଜନାରେ ସାମିଲ କରିବା ପାଇଁ ଅନେକ ଗଣ ମାଧ୍ୟମରେ ଘୋଷଣା କରିବା ସହ ଚିଠି ମଧ୍ୟ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ କରିଥିଲେ । କେହିଁ ଏହି ଆଶୀର୍ବାଦ ଯୋଜନା ରୁ ବଞ୍ଚିତ ନ ହୁଅନ୍ତୁ ବୋଲି । ଏହି ଆଶୀର୍ବାଦ ଯୋଜନାରେ ସାମିଲ ହେଲାପରେ ପରିବାର ଖୁସି ହଉଛନ୍ତି ।

Post a Comment