ବିରସିଂହପୁର ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହରୀ ନାମଯଜ୍ଞ।


କଣ୍ଟାମାଳ:(ମନଧରକର୍ମୀ) ପବିତ୍ର ଶିବରାତ୍ରୀ ଉପଲକ୍ଷେ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମପଞ୍ଚାୟତର ବିରସିଂହପୁର ଗ୍ରାମରେ ଅଷ୍ଟପହରୀ ନମଯଜ୍ଞ ଅନୁଷ୍ଠିତ ହୋଇଛି। କଳସ ରେ ପାଖନାଳ ରୁ ଜଳଆଣି ଯଜ୍ଞ ମଣ୍ତପରେ ସ୍ଥାପନ କରାଯାଇଥିଲା। ଯଶୋବନ୍ତ ରଣା ଶାନ୍ତି ରଣା କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ପୁରୋହିତ ଉତ୍ତର କୁମାର ପୁରୋହିତ ପୂଜା ଅର୍ଚ୍ଚନା କରୁଛନ୍ତି। ବିରସିଂହପୁର ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। ଅନେକ ଦୂରରୁ ଦର୍ଶକ ମାନେ ନାମଯଜ୍ଞ ଦେଖିବାକୁ ଆସିଥିବା ଦେଖିବା କୁ ମିଳୁଛି।

Post a Comment

Previous Post Next Post