ଧର୍ମଗଡ,(ପ୍ରଦିପ ସେଠିଆ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ନଗର ମଣ୍ଡଳ ଠାରେ ପଣ୍ଡିତ ଦିନଦୟାଲ ଉପଧ୍ୟାୟଙ୍କ ବଳିଦାନ ଦିବସ ଓ କାର୍ଯ୍ୟ କାରିଣୀ ବୈଠକ ରେ ନଗର ସଭାପତି ହରେକୃଷ୍ଣ ପଣ୍ଡାଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ରାଜ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ। ପରିଷଦ ସଦସ୍ୟ ଧନଞ୍ଜୟ ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଶୀ , ନଗର ପାଲ୍ ଆଶୋକ ମହାନ୍ତି ଯୋଗ ଦେଇଥିଲେ। ସେହିପରି ନଗର ଦୁଇ ଜଣ ସାଧାରଣ ସଂପଦକ ଘନଶ୍ୟମ ଭାଟି ଓ ନଗର ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଚନ୍ଦନ ପାତ୍ର ,, କାଉନସିଲର ଜିତୁ ବାଗ ସମତେ ବହୁ କାର୍ଯ୍ୟ କର୍ତ୍ତା ଉପସ୍ଥିତି ଥିଲେ ପଣ୍ତିତ ଦିନ ଦୟାଲ ଉପାଧ୍ୟାୟ ଏବଂ ଭାରତ ମାତା ପିତାଙ୍କ ଫୋଟୋ ଚିତ୍ର ଉପରେ ପୁଷ୍ପମଲ୍ୟ ଅର୍ପଣ କରିଥିଲେ ।
ଭାଜପା ମଣ୍ଡଳ କାର୍ଯ୍ୟକାରୀ ବୈଠକର
ଆଜତକ ଓଡ଼ିଶା
0
Post a Comment